-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

*ସହରର ମୂଖ୍ୟ ରାସ୍ତା ଭାଙ୍ଗି ଦେଲା ଖୋଳି ଦେଲା ଓ ଜନ ଜୀବନ ସହ ପୌର ପ୍ରଶାସନ ଖେଳ ଖେଳିଲା*- *ନୋ ଏକ୍ସନ୍ ନୋ ରିଏକ୍ସନ୍ ଏଠି ନେତା ଓ ପ୍ରଶାସନ ପୁରା ଢିଲା*--

18-Apr-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ସହର ର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ଛକ ଠାରୁ ବଡ଼ବଜାର ର ଦୁର୍ଗା ମଣ୍ଡପ ଛକ ରେ ମ୍ୟୁନିସିପାଲଟି ତରଫରୁ ମୁଖ୍ୟ ନଳା ଉପରେ ନୂଆ କଲଭର୍ଟ କାମ ଓ ବଡ଼ବଜାର ରୁ ସର୍କିଟ ହାଉସ ରାସ୍ତା ଉପରେ କଲଭର୍ଟ ପାଇଁ ଟେଣ୍ଡର ହୋଇଥଲା। ସଂପୃକ୍ତ ଠିକାଦାର ଦୀର୍ଘ ୨ ମାସ ହେଲା ମୁଖ୍ୟ ରାସ୍ତା ଖୋଳି ପକେଇଲେ କିନ୍ତୁ କାମ ଶୀଘ୍ର କରି ନ ପାରିବାରୁ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସହରର ବ୍ୟସ୍ତ ବହୁଳ ତଥା ବ୍ୟବସାୟୀ ପ୍ରତିଷ୍ଠାନ ଥିବା ଜନଗହଳି ପୂର୍ଣ୍ଣ ପୁରୁଣା ବସ୍ତି ରାସ୍ତାରେ ସେପଟେ ଯାହା ଜଣାପଡୁଛି ବିନା ପ୍ଲାନିଙ୍ଗରେ ଚାଲିଛି ସହରର ମୁଖ୍ୟ ରାସ୍ତା କଡ ନାଳ ଏବଂ ଡ୍ରେନ ତଥା କଲଭର୍ଟ କାମ। କାରଣ ଯଦି ବିଭାଗ ପକ୍ଷରୁ କଲଭର୍ଟ ଟିକୁ ପୁରା ନ ଭାଙ୍ଗି ଅଧା ଭଙ୍ଗା ଯାଇ କାମ ସରିଲା ପରେ ପୁଣି ଅଧା ଭାଙ୍ଗି କାମ କରା ଯାଇ ଥାଆନ୍ତା ତା ହେଲେ ସାଧାରଣ ଲୋକ, ବ୍ୟବସାୟୀ, ବରିଷ୍ଠ ନାଗରିକ ତଥା ସ୍କୁଲ ଛାତ୍ର ଛାତ୍ରୀ, ଦିବ୍ୟାଙ୍ଗ ମାନଙ୍କୁ ଏତେ ହଇରାଣ ହରକତ ହେବାକୁ ପଡି ନ ଥାଆନ୍ତା। ଆଉ ଯଦି ପୂରା ଭାଙ୍ଗି କାମ କରିବା ଥିଲା ତା ହେଲେ ଆବଶ୍ୟକ ସାମଗ୍ରୀ ସଂପୃକ୍ତ ଠିକାଦାର  ଷ୍ଟକ ରଖିବା ପରେ କାମ ଶୀଘ୍ର ସାରିବାର ଥିଲା । ଜିଲ୍ଲା ପ୍ରଶାସନ ଉକ୍ତ କାମରେ ତୁରନ୍ତ ହସ୍ତକ୍ଷେପ କରି କାମ ଶୀଘ୍ର କରିବା ସହ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନସାଧାରଣ, ବ୍ୟବସାୟୀ ତଥା ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି । କେବଳ ଏଇ ଛୋଟ ପ୍ରକଳ୍ପ ନୁହେଁ ଆମ ଜିଲ୍ଲା ରେ ରିଙ୍ଗ ରୋଡ, ନୂଆଁ ବସ ଷ୍ଟାଣ୍ଡ,  ଭଳି ଅନେକ ମେଗା ପ୍ରକଳ୍ପ କାମକୁ ରାଜନୀତି ଭିତରେ ପଲିଟିକ୍ସ ଓ କୁଟ ନୀତି ପୁରାଇ ଜାଣି ଶୁଣି ଦୀର୍ଘ ବର୍ଷ ଧରି ଅଟକାଇ ରଖିଛନ୍ତି ଅପାରଗ ନେତା ମାନେ l ଦୀର୍ଘ ୨୦/୨୫ ବର୍ଷ ରୁ ଅଙ୍ଗ କେନାଲ ସମ୍ପ୍ରସାରଣ ହୋଇ ପାଣି ଖଲ ଖଲ ଆସୁଛି କିନ୍ତୁ ପହଞ୍ଚି ପାରୁନି ଆମ ସୋନପୁର ବ୍ଲକ ଯାଏ l କୃଷି ବିଶ୍ବ ବିଦ୍ୟାଳୟ ଓ ମେଡ଼ିକାଲ କଲେଜ ଭଳି ଅନେକ ମେଗା ପ୍ରସ୍ତାବ କୁ ବି ଅଣଦେଖା କରି ଆସୁଛନ୍ତି l ଜମି ପଟ୍ଟା ହାଇଟେକ୍ ସର୍ଭେ କାମ କୁ ବି କେବଳ ଏ ଜିଲ୍ଲା ରେ ଟ୍ରାଏଲ କରାଗଲା ଓ ଦୀର୍ଘ ବର୍ଷ ଧରି ଗଡ଼େଇ ଗଡ଼େଇ ଲୋକ ଙ୍କୁ ହଇରାଣ କରାଗଲା l ସାମୁହିକ ସ୍ୱାର୍ଥ କୁ ଗୁରୁତ୍ଵ ନ ଦେଇ ବ୍ୟକ୍ତି ଗତ ଓ ଦଳୀୟ ସ୍ବାର୍ଥ ପାଇଁ ଭୋଟ ବ୍ୟାଙ୍କ ସୁରକ୍ଷା ପାଇଁ  ଲୋକ ଙ୍କୁ ପ୍ରତିଶୁତି ଦେଇ ନିର୍ବାଚନ ପରେ ନିର୍ବାଚନ  ଗଡ଼େଇ ନେବାରେ କିନ୍ତୁ ଏମାନେ ପାରଙ୍ଗମ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like