-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୁନ ଅଟିର ଟିରା ପଞ୍ଚାୟତ ସ୍ଥିତ ନୂନ ମଠ ପରିସରରେ ପବିତ୍ର ପଣାସଂକ୍ରାନ୍ତି ଦିନ ଗହପାଳ ଗ୍ରାମର ଯୁବ ସମାଜସେବୀ ଷୀକେଶ ପୃଷ୍ଟି ପଣା ବଣ୍ଟନ କରି ବେଶ ଚର୍ଚ୍ଚା ରେ ରହିଛନ୍ତି । ପୃଷ୍ଟି ଆଜି କୁ ଦଶବର୍ଷ ହେବ ପଣାସଂକ୍ରାନ୍ତି ଦିନ ଭକ୍ତ ମାନଙ୍କୁ ପଣା ପିଇବାକୁ ଦେଇଥାନ୍ତି। ଏହି ଦିନ ଠାରୁ ସାତଦିନଧରି ଏଠାରେ ସନ୍ଥନ ମହାପୁରୁଷଙ୍କ ଯଜ୍ଞ ଚାଲିବ ଏନେଇ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଭକ୍ତ ମାନେ ପଣା ପାନ କରି ଆତ୍ମସନ୍ତୋଷ ଲାଭ କରଥାନ୍ତି ବୋଲି ଶନାତନ ପୃଷ୍ଟି, ଅକ୍ଷୟ ବେହେରା ରା, ରାଣୀ ସାହୁ, ଶରତଚନ୍ଦ୍ର ସାହୁ, ଦେବବ୍ରତ ଦାଶ, ପ୍ରମୂଖ ଖ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯାଇଛି ।