-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଏକତା ଛକ ଠାରେ ବିଜେଡ଼ି ପକ୍ଷ ରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବାଦ ସଭା କୁ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା କୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟରେ ଆଇନ ପରସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ଅଭାବନୀୟ ଘଟଣା ଯୋଗୁଁ ରାଜ୍ୟବାସୀଙ୍କ ପାଇଁ ଏକ ଅପମାନ ଅଟେ ବୋଲି ମତବ୍ୟକ୍ତ କରିଛନ୍ତି। ଶତାଧିକ କର୍ମୀ ଯୋଗ ଦେଇ ପ୍ରତିବାଦ କରିଛନ୍ତି।