-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||      ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   (09-Jul-2026)       ||      ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (09-Jul-2026)       ||      ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   (09-Jul-2026)       ||      *ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   (09-Jul-2026)       ||      ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||     

HOME   ଜିଲ୍ଲା

ନୂଆଁ ଖଇର ପାଲି ର ଏକ ଘରେ କଳାକନା ବୁଲାଇ ଚଂପଟ ମାରିଲେ ଦୃର୍ବୁତ୍ତ

09-Apr-2025



ଅତାବିରା(ଆକାଶ ମିଶ୍ର): ଅତାବିରା ଥାନା ଚକୁଳି ଫାର୍ମ କୋଶଳ ସ୍କୁଲ ନିକଟରେ ଥିବା ନୂଆଁ ଖଇରପାଲି କେନାଲ କଡ଼ରେ ରହିଛି କେ.ସାବିତ୍ରୀଙ୍କ ଘର। ସେ ଗୋଟିଏ ମାସ ହେବ କର୍ଣ୍ଣାଟକ ଜିନ୍ଦଲ ରେ କାମ କରୁଥିବା ପୁଅ କେ.ସତିଶ କୁମାର ସହ ରହୁଥିଲେ।ଇତି ମଧ୍ୟରେ ଘର ସମ୍ମୁଖରେ ରହୁଥିବା କେ.ସାବିତ୍ରୀଙ୍କ ମାଁ ଲକ୍ଷ୍ମୀ ଓ ବଡ ଭଉଣୀଙ୍କୁ ଘର ଦେଖାଦେଖି କରିବା ପାଇଁ କହି ପୁଅ ସହ ଯାଇଥିଲେ ଏବଂ

ସାବିତ୍ରୀଙ୍କ ବଡଭଉଣୀ ଙ୍କ ସ୍ବାମୀ ଘର ଦେଖରେଖ ସହ ଘର ଜଗୁଥିଲେ।ହେଲେ କୌଣସି କାରଣବଶତଃ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସାବିତ୍ରୀ ଘରେ ନରହି ସମ୍ବୁଖରେ ଥିବା ନିଜ ଘରେ ପାଞ୍ଚ ଦିନ ହେବ ଶୋଉଥିଲେ।ଦୃର୍ବୁତ୍ତ ମାନେ ଏହି ସୁଯୋଗ ନେଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ।ସାବିତ୍ରୀ ଘରେ ପ୍ରତ୍ୟହ କାର୍ଯ୍ୟରତ ଥିବା ଜଯୁଆ ନାମକ ଏକ ଯୁବକ ସାବିତ୍ରୀ ଙ୍କ ମାଁ ଘରୁ ଚାବିକାଠି ନେଇ ଆଜି ସକାଳ ୬ଟା ରେ ଗେଟ ଖୋଲି ସଫାସୁତୁରା କରିବା ପାଇଁ ଯାଇଥିବା ବେଳେ  ଭିତର ଗେଟ ର ତାଲା ଭାଙ୍ଗି ତଳେ ପଡିଥିବା ଦେଖି ସାବିତ୍ରୀଙ୍କ ସମ୍ବୁଖରେ ଥିବା ମାଁ ସହ ଆଖପାଖ ବନ୍ଧୁ ପରିଜନ ଙ୍କୁ ଖବର ଦେବା ମାତ୍ରେ ସାବିତ୍ରୀଙ୍କ ପୁତୁରା ଭି.ଶେଖର ଥାନାକୁ ଖବର ଜଣାଇ ଥିଲେ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ଅଧିକାରୀ ବିଜୟ ଲକ୍ଷ୍ମୀ ତିର୍କି ଅନୁସନ୍ଦାନୀ କୁକୁର ସହ ଦଳବଳ ପହଞ୍ଚି ଅଧିକରୁ ଅଧିକ ତଦନ୍ତ କରିବା ସମୟରେ

ଭିତରେ ରହିଥିବା ଦୁଇଟି କୋଠରୀ ର ଗେଟ ତାଲା ଭାଙ୍ଗିବା ସହ ଆଲମୀରା ଓ ଲକର ର ତାଲା ଭାଙ୍ଗିବା ସହ ଆସବାବ ପତ୍ର ଏପଟ ସେପଟ ଫିଙ୍ଗି ଦେଇ ମୂଲ୍ୟବାନ ଜିନିଷ ପତ୍ର ନେଇ ଫେରାର ମାରିଥିବା ଅନୁମାନ କରାଯାଉଛି।ଯାହା ଖବର ପାଇ କେ ସାବିତ୍ରୀ ପୁଅ ଙ୍କ ସହ ଆସି ଦେଖିବା ମାତ୍ରେ ଚୋରି ହୋଇଥିବା ସମ୍ପୂର୍ଣ ଆକଳନ ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ତେବେ ଅଞ୍ଚଳରେ ଜୁଆ, ସଟା, ଖେଳ ସହ  ମଦ, କୁସୁନା ଆଦି ନିଶାସକ୍ତ ଦ୍ରବ୍ୟ ର ପଦୂର୍ଭାବ ଅଞ୍ଚଳରେ ବଢ଼ି ଚାଲି ଥିବାରୁ ଏମିତି ଚୋରି ଡକାୟତି ଆଦି ଅସାମାଜିକ କାର୍ଯ୍ୟକଳାପ  ବଢ଼ି ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଚୋରି ପରେ  ଚୋରି ଘଟଣା  ବଢ଼ି ଚାଲିଥିଲେ ମଧ୍ୟ ଚୋର ମାନେ ଖୋଲାଖୋଲି ଭାବେ ଘୁରିବୁଲୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   09-Jul-2026
  ଜିଲ୍ଲା  
ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   09-Jul-2026
  ଜିଲ୍ଲା  
ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   09-Jul-2026
  ଜିଲ୍ଲା  
ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   09-Jul-2026
  ଜିଲ୍ଲା  
ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   09-Jul-2026
  ଜିଲ୍ଲା  
*ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   09-Jul-2026
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026

You Might Also Like