-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
08-Apr-2025
(ଡୋଲେଶ୍ୱର ବାଗ )
ବୋଡେନ ବ୍ଳକର ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ହସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସରପଞ୍ଚ ଯୁଗେଶ୍ବର ପାଣ୍ଡ, ମୁଖ୍ଯ ବକ୍ତା ସହ ଶିକ୍ଷକ ନିଲମଣୀ ନାଏକ, ପୂର୍ବତନ ସରପଞ୍ଚ ହେରାମ୍ବ ପୁଝାରୀ,ପରିଚାଳନା କମିଟି ସଭାପତି ରାଜୁ ସୁନିନୀ,କମିଟି ସଭ୍ୟ ଦୟାରାମ ଶଗଡିଆ,ରିଙ୍କୁ ଶଗଡିଆ,କନ୍ଦର୍ପ ପାଣ୍ଡେ, ଶିକ୍ଷକ ମନୋଜ ବେହେରା, ସିଆରସିସି ମଧୁସୁଦନ ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଶିକ୍ଷକ ନିଲମଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ । ଛାତ୍ର ଛାତ୍ରି ମାନଙ୍କୁ ପୁରସ୍କାର ବିତରଣୀ କରାଯାଇଥିଲା ।ପରେ ଛାତ୍ର ଛାତ୍ରି ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଦଶରଥ ହସ, ପଦ୍ମନାଭ ତାଣ୍ଡି,ଶତିସ କୁମାର ସାହୁ, ସରୋଜ ଶବର,ରାଣା ପ୍ରତାପ ଭୁଏ ପ୍ରମୁଖଙ୍କ ସହଯୋଗ ପରିଚାଳନା କରିଥିଲେ ।