-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ବାମରା ଓ କୁଚିଣ୍ଡା ବ୍ଲକରେ ନିଶା ନିବାରଣ ଆନ୍ଦୋଳନ ; ବାରଗାଡ଼ ରେ ନିଶା ନିବାରଣ ପାଇଁ ବିରାଟ ସମାବେଶ ଓ ପଦଯାତ୍ରା ଜନ ସଚେତନତା

16-Mar-2025



କୁଚିଣ୍ଡା /ବାମରା(ସିଲୁ ସୁନାନୀ): ଦୀର୍ଘ ଦୁଇ ବର୍ଷ ପରେ ପୁଣି ବାମରା ବ୍ଲକ କୁ ନିଶା ନିବାରଣ ଆନ୍ଦୋଳନ ଫେରିଛି ।ବିଗତ ବି ଜେ ଡି ସରକାର ବେଳେ ସମଗ୍ର ଉପଖଣ୍ଡରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପ୍ରତ୍ୟେକ ବ୍ଲକ ତଥା ଉପଖଣ୍ଡ ସ୍ତରେ ସଭା ,ସମାବେଶ ଓ ଗଣ ବିକ୍ଷୋଭ ମାନ ହୋଇଥିଲା ।ଏବେ ସରକାର ବଦଳିବା ପରେ ବି ଜେ ପି ନିର୍ବାଚନ ଇସ୍ତାହାର ରେ ନିଶା ନିବାରଣ ପ୍ରତିଶ୍ରୁତି ଦେଇ ଥିବା ବେଳେ ଲୋକେ ଆଶା ନ୍ଵୀତ ହୋଇ ପଡ଼ିଥିଲେ ବି ସେମାନେ ନିରାଶ ହୋଇ ପୁଣି କୁଚିଣ୍ଡା ଓ ବାମରା ବ୍ଲକ ରେ ଏହି ଆନ୍ଦୋଳନ ଫେରିଛି ।ଏହି ଆନ୍ଦୋଳନ ପୂର୍ବ ପରି ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଓ କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣାକର କିଶାନ ନେଉଥିବା ଦେଖା ଯାଇଛି ।ଏହି

ଅବକାଶରେ  କୁଚିଣ୍ଡା ବ୍ଲକ ର ଚନ୍ଦିନିମାଲ ଗ୍ରାମ ପଞ୍ଚାୟତ ର ଲସା ଓ ଚନ୍ଦିନିମାଲ ଗ୍ରାମ ପରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆଜି ବାରଗାଡ଼ (କେଛୁପାଣି) ପୂଜା ମଣ୍ଡପ ଠାରେ ନିଶା ବିରୋଧୀ ସମାବେଶ ଅନୁଷ୍ଠିତ ହୋଇ ନିଜେ ନିଶା ପାନ ନ କରିବା ସହ ନିଶା ନିବାରଣ ଅଞ୍ଚଳ ଗଠନ ପର୍ଯ୍ୟନ୍ତ ଉଦ୍ୟମ ଅବ୍ୟାହତ କରିବାକୁ ଶପଥ ପାଠ କରିଥିଲେ ।ଏହା ପରେ ଏକ ବିରାଟ ଶୋଭାଯାତ୍ରା ରେ ତିନୋଟି ଗ୍ରାମକୁ ଯାଇ  ବିଭିନ୍ନ ସ୍ଲୋଗାନ ଓ ପଥ ପ୍ରନ୍ତ ସଭା ମାଧ୍ୟମରେ ଜନ ସଚେତନତା କରିଥିଲେ ।ଏହି ସମାବେଶରେ ସଭାପତି ସୁବାସ ନାୟକ ,କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିଶାନ, ବାମରା ସାମ୍ବାଦିକ ସଂଘ ସଭାପତି  ସନ୍ତୋଷ କୁମାର ଶୁକ୍ଳା, ନାଏବ ସରପଞ୍ଚ ପବନେଶ୍ୱର୍ ମାକର, କବି କନକ ଲତା ନାୟକ, ସ୍ୱେଚ୍ଛା ସେବୀ ସରିତା ଚେଲି,ସବିତା କର୍ସେଲ୍,କୁନା ପୂଜାରୀ,ରାଜା ଖାଁ ,ପ୍ରମୁଖ ଭାଷଣ ଦେଇ ବିଗତ ହୋରୀ ଖେଳ ଦିନର ହତ୍ୟା କାଣ୍ଡ ଗୁଡ଼ିକ ନିଶା ପାନ ଯୋଗୁଁ ହୋଇଥିବା ବେଳେ ସରକାର ନିଜ ପ୍ରତିଶ୍ରୁତି ମୁତାବକ ନିଶା ମୁକ୍ତ ରାଜ୍ୟ ଗଠନ ପାଇଁ ଆହ୍ବାନ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ ବାରଗାଡ଼ ଗ୍ରାମ ବାସୀ ନିଜ ବୋଲି ଯାତ୍ରା ପାଇଁ ମଦ ଭାଟି ର ଦାନକୁ ଗ୍ରହଣ ନ କରି ନିଶା ନିବାରଣ ପାଇଁ ବାହାରି ଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଅଞ୍ଚଳ ବାସି ଙ୍କ ଉଦ୍ୟମରେ ବିଗତ ତିନି ଦିନ ସମସ୍ତ ନିଶାଦ୍ରବ୍ୟ ବ୍ୟବହାର ବନ୍ଦ ଥିବା ଦେଖା ଯାଇଛି ।ଏହି କାର୍ଯ୍ୟକ୍ରମକୁ କିଶୋର ଗୋପାଳ ,କୁମୁଦିନୀ ଗୋପାଳ,ସେବତୀ ମାକର, କାଞ୍ଚନ ମାକର,ରାଜୀବ ବାଗ,ଲୋକନାଥ କଉଡ଼ି ପ୍ରମୁଖ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like