-+91-9937148622 |

prerana_bgr@rediffmail.com |

  Wednesday 8th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୋଲିସ ର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      *ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   (07-Jul-2026)       ||      ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   (07-Jul-2026)       ||      ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||     

HOME   ଜିଲ୍ଲା

ତହଁକ ତିହାର ଉଦଯାପିତ

16-Mar-2025



ବଲାଙ୍ଗିର ସାଗର ପଡା କ୍ଳବ ଠାରେ ତହଁକ ସାହିତ୍ୟ କୁଟୁମର ବଛରକିଆ ଉଚ୍ଛବ ତହଁକ ତିହାର ୧୫ ଓ ୧୬ ଦୁଇ ଦିନ ଧରି ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି  । ୧୫ ତାରିଖ ହୋଇଥିବା ଆଳୋଚନାଚକ୍ର "କୋସଲି କଳା ଆର୍ ସାହିତ୍ୟର ସ୍ଥିତି କେନ୍ ଆଡେ " ଆଳୋଚନଚକ୍ରରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷି, କବି ଆନନ୍ଦଚନ୍ଦ୍ର ସାହୁ, ନେପାଳ ଚନ୍ଦ୍ର ବାଗ୍ ନିଜ ନିଜ ବକ୍ତବ୍ଯ ରଖିଥିଲେ । ଦୃତିୟ ଅଧିବେସନ ପିରତି ଫଗୁନ କବିତା ଆସରରେ କବି ଦିଗାମ୍ବର ନାଏକ,  ଜଗବନ୍ଧୁ ପଟେଲ୍,  କପିଳେଶ୍ଵର ଖମାରି ମଞ୍ଚାସୀନ ଥିଲେ  । କବି ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରଦ୍ଧା ନାଏକ୍ ସଂଯୋଜନା କରିଥିଲେ । ୧୬ ତାରିଖ ତହଁକ ତିହାର କାର୍ଯ୍ୟକ୍ରମରେ ପ୍ରଥମେ ମାଁ ପାଟଣେଶ୍ୱରୀ ଏବଂ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କବି ରାଜିବ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି  ସମାଜସେବୀ  ସୁଶିଳ କୁମାର ଗୁରୁ ସମ୍ମାନିତ ଅତିଥି  କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ଶୁଭ୍ରାଂଶୁ ପଟେଲ୍,  ଗୟାଧର ପଟେଲ୍,  ମଧୂସୁଦନ ଦାସ୍,  ଗୋପୀନାଥ ଦଣ୍ଡସେନା ମଞ୍ଚାସୀନ ଥିଲେ । ଏବର୍ଷ ତହଁକ ସମ୍ମାନ କୋସଲି  କବି ନିରଞ୍ଜନ ପଣ୍ଡା,  ତହଁକ କଳା ସମ୍ମାନ ନବୀନ କୁଅଁର,  ତହଁକ ସମାଜ ସେବା ସମ୍ମାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ,  ସଂଗଠକ ସମ୍ମାନ ଟିକେଲାଲ ବେହେରା,  ତହଁକ ପ୍ରକୃତି ପ୍ରେମି ସମ୍ମାନ ଦିଗାମ୍ବର ନାଏକ ଙ୍କୁ  ପ୍ରଦାନ କରାଯାଇଥିଲା  । ଅତିଥି ମାନ ଙ୍କ ଦ୍ଵାରା ତହଁକ୍ ପତ୍ରିକା ଉନ୍ମୋଚିତ ହୋଇଥିଲା। ରବିନ୍ଦ ଦାସ, ଅଶୋକ ମେହେର, ତରଭା କବି କୁଟୁମ୍ କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଦଳସର ର ହୁମୋ ବଉଳି ଏବଂ ସମାରୁ ମହାନନ୍ଦ ଙ୍କ ଘୁଡୁକା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା  । ଦୃତିୟ ଅଧିବେସନ କୋସଲି କବିତା ଆସରରେ କବି ସୁଶାନ୍ତ ବାଗ୍, ଗୋପାଳ ମେହେର,  ଶାନ୍ତନୁ ପଣ୍ଡା ଅତିଥିଭାବେ ମଞ୍ଚାସୀନ ଥିଲେ । କବିତା ଆସରକୁ କବି ଦିଲ୍ଲିପ ମିଶ୍ର,  ଜ୍ୟୋତିରାଣୀ ମିଶ୍ର,  ଆଲ୍ଲାଦିନୀ  ପାଣିଗ୍ରାହୀ ଦାସ୍ ସଂଯୋଜନା କରିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ମୂଖ୍ଯ ସଂପାଦକ ଅର୍ଜୁନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରିୟାକାଂତ ଦାସ, ଗିରିସ ପାତ୍ର,  ଅଭିଜିତ ଫରିକାର,  ନିକିତା ସା, ମାନସୀ ସାହୁ, ସାଲିନି ସା, କବିତା ମିଶ୍ର, ଜୋତିରାଣୀ ମିଶ୍ର,ରୋଶନ ସାହୁ, 
ଭରତ ମେହେର, ବାସନ୍ତୀ ମଞ୍ଜରୀ ହନୁମାନ, ପୁଷ୍ପାଞ୍ଜଳି ମେହେର, ଗୀତାଞ୍ଜଳି ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ତୃପ୍ତିମୟୀ ତ୍ରିପାଠୀ, ଅରୁଣୀ ତ୍ରିପାଠୀ,  , ଭବାନୀ ମିଶ୍ର, ବିବେକ ପ୍ରଧାନ ।
ସଂଧ୍ୟାରେ ବ୍ୟଙ୍ଗ କବିତା ଆସର୍ ହୋଇଥିଲା ଏହି ଅବସରରେ ଦିଲିପ ମହାନ୍ତି, ଭରତ ନାଏକ, ରବିଚନ୍ଦ୍ର ସାହୁ, ଯଶୋବନ୍ତ କୁମ୍ଭାର ଯୋଗ ଦେଇ ଦର୍ଶକଙ୍କୁ ହାସ୍ୟ କବିତା ରେ ହସର ଖୁରାକ ଯୋଗାଇଥିଲେ। ଶେଷରେ ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୋଲିସ ର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ ଗୁଳି ଚାଳନା   08-Jul-2026
  ଜିଲ୍ଲା  
ଶହୀଦ୍ ପୀଠରେ ବୃକ୍ଷରୋପଣ ।   08-Jul-2026
  ଜିଲ୍ଲା  
ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   08-Jul-2026
  ଜିଲ୍ଲା  
ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   07-Jul-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   07-Jul-2026
  ଜିଲ୍ଲା  
ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   07-Jul-2026
  ଜିଲ୍ଲା  
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
  ଜିଲ୍ଲା  
*ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   07-Jul-2026
  ଜିଲ୍ଲା  
ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   07-Jul-2026
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026

You Might Also Like