-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
07-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବର ଏବଂ ନୂତନ ରଥ ପ୍ରତିଷ୍ଠା ମହୋତ୍ସବ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଗ୍ରିଣ୍ଡୋଲା ଗ୍ରାମରେ ସମାଜସେବା କ୍ଷେତ୍ରରେ ପ୍ରମୁଖ ଭୂମିକାରେ ସଫଳତା ସହ ମନପ୍ରାଣ ଦେଇ ସେବା କରି ଚାଲିଥିବା "ସେବା ଫାଉଣ୍ଡେସନ" କୁ ସମ୍ମାନୀତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଂଗ୍ରାମ ନେପାକ, ସମ୍ମାନୀତ ଅତିଥି ଭାବେ ଡ. ମାଝି ଯୋଗଦାନ କରି ଭବ୍ୟ ମଞ୍ଚରେ ସେବା ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସମେତ ସଭ୍ୟ ମାନଙ୍କ ଗହଣରେ ଅତିଥି ବୃନ୍ଦ ପୂଜା କମିଟି ପକ୍ଷରୁ ଆୟୋଜିତ ସଭାରେ ସେବା ଫାଉଣ୍ଡେସନକୁ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।