-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜ଼ିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପରିସରରେ ସାଂସଦ ରାଜ୍ୟସଭା ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ନିର୍ମିତ ସୁବିଧା କକ୍ଷ ର ନବୀକରଣ ( Facilitation Centre out of MP LADS RAJYASABHA)
ର ଶୁଭ ଉଦଘାଟନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରକଳ୍ପ ପାଇଁ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ୫ ଲକ୍ଷ ଟଙ୍କା ସୁପାରିଶ କରିଥିଲେ l ବଲାଙ୍ଗିର ସଦର ପଞ୍ଚାୟତ ସମିତି ତରଫରୁ ଏହାର କାର୍ଯ୍ୟlନ୍ୱୟନ ହୋଇଥିଲା l