-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ବରୀ(ରଞ୍ଜିତ ମହାନ୍ତି): ରାଜ୍ୟ ସର ରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୧ରୁ ୬୦ ବର୍ଷ ବୟସ ମଧ୍ୟରେ ଥ୍ବା ମହିଳାଙ୍କୁ ନାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲ କର ?ରାଯାଇଛି। ତେବେ ଯୋଜନାରେ ହିତଧୂକାରୀ ପାଇଥୁବା ଆର୍ଥକ ସହାୟତା ରାଶିକୁ କିପରି ଠିକ ଭାବେ ବିନିଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହାକୁ ନେଇ ସୁଭଦ୍ରା ଶୋଭାଯାତ୍ରା ଆରମ୍ଭକରାଯାଇଛି। ବରୀ ବ୍ଲକର ବିଭିନ୍ନ
ପଞ୍ଚାୟତର ମହିଳା ଶୋଭାଯାତ୍ରାରେ ସାମିଲ ହୋଇ ଯୋଜନାକୁ ପ୍ରଶଂସା କରି କରିଛନ୍ତି। ବ୍ଲକ ମହିଳା ଓ ଶିଶୁ ଅଧିକାରୀ ସଂଗୀତା ଏଜ୍ଜା, ସ୍ଵର୍ଣ୍ଣଲତା ପାଣିଗ୍ରାହୀ, ମଲ୍ଲିକା ପରିଡ଼ା, ସୁଜାତା ବେହେରା, ରେଖାମଣି ପରିଡ଼ା, ଆରତୀ ସାମଲ, ସୁଭଦ୍ରା ସହାୟତା ପ୍ରୋଗ୍ରାମ ଅଫିସର ସଂଗ୍ରାମ କୁମାର କର ଗସ୍ତ କରି କରିବାରେ ବେହେରା, ସରୋଜ ପ୍ରମୁଖ ବିଭିନ୍ନ ପଞ୍ଚାୟତ ଶୋଭାଯାତ୍ରାକୁ ସଫଳ ସହଯୋଗ କରିଥିଲେ।