-+91-9937148622 |

prerana_bgr@rediffmail.com |

  Friday 1st May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||      ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ    (30-Apr-2026)       ||      କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   (30-Apr-2026)       ||      ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   (30-Apr-2026)       ||      ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ    (30-Apr-2026)       ||      ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   (30-Apr-2026)       ||      *ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   (30-Apr-2026)       ||      ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   (30-Apr-2026)       ||      କଳାହାଣ୍ଡି: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ତହସିଲ ଅଫିସ ର ସିନିୟର କ୍ଲର୍କ    (30-Apr-2026)       ||      ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||     

HOME   ଜିଲ୍ଲା

ରିନବଚନ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

03-Mar-2025



ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଶ୍ରୀମତୀ ପ୍ରମିଳା ଦୋରା ଓ କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ  ଆଦିତ୍ୟ କୁମାର ମାଝୀ ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୋପାଳ ସୁନ୍ଦର ପୁରୋହିତ ଙ୍କ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ସୌଭାଗ୍ୟ ପଧାନ ମଧ୍ୟ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବରେ ସୂ ପରିଚାଳନା କରିଥିଲେ l ଆଜିର ଏହି ଜନ ଶୁଣାଣି କାର୍ଯକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ରପ୍ରତାପ ସୁନା ଯୋଗ ଦେଇଥିଲେ l ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର, ସ୍ବାସ୍ଥ୍ୟ ଓ ପରିମଳ ବିଭାଗର ଯନ୍ତ୍ରୀ ଶ୍ରୀ ଦୁର୍ଗାପ୍ରସାଦ ମିଶ୍ର,ଆଲୋକ କୁମାର ମିଶ୍ର, ଅଭି ସାହୁ, ଅଂଶୁମାନ ବାବୁ, ଉଦ୍ୟାନ ବିଭାଗ ର ନରେନ୍ଦ୍ର ପଧାନ, ଏ ପି ଓ ମିସ୍ ଜଗତ୍ ଜୀତା ସେଠୀ ଓ ବି ପି ଏମ ଶ୍ରୀ ସରୋଜ କୁମାର ଧରୂଆ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ଏହାସହ ଯୋଗାଣ ବିଭାଗ ର ସହଯୋଗୀ ଅଧିକାରୀ, ଯୋଗାଣ ସହାୟକ,ଉଦ୍ୟାନ ବିଭାଗ ର ନରେନ୍ଦ୍ର ପଧାନ , ଶିକ୍ଷା ବିଭାଗ ର ସି ଅର୍ ସି ସି,ଓ ରାଜସ୍ବ ଅଧିକାରୀ ଶ୍ରୀ ଶ୍ରୀପତି ଧରୁଆ ଆଜ୍ଞା ମଧ୍ୟ ଉପସ୍ଥିତ ଥିଲେ l ଜନ ଶୁଣାଣି କାର୍ଯ୍ୟକ୍ରମ ରେ  ବହୁ ସଂଖ୍ୟା ରେ ଅଭିଯୋଗ କାରୀ ଆସି ଥିବାର ଦେଖିବାକୁ ମିଳିଥିଲା। ବିଶେଷ କରି ସୁଭଦ୍ରା ଟଙ୍କା ପାଇବାକୁ ବାକି ଥିବା ମହିଳା ମାନେ ଆ ଅଭିଯୋଗ କରିବାକୁ ଆସିଥିବାର ଦେଖିବାକୁ ମିଳିଥିଲା।ଆଜିର ଜନ ଶୁଣାଣି କାର୍ଯକ୍ରମ ରେ ସର୍ବ ମୋଟ 35 ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ଅଧିକାରୀ କହିଛନ୍ତି l ପଞ୍ଚାୟତ ର ସମସ୍ତ ଗ୍ରାମରେ ପ୍ରଚାର ପ୍ରସାର କରା ଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026
  ଜିଲ୍ଲା  
ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    01-May-2026
  ଜିଲ୍ଲା  
ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   30-Apr-2026
  ଜିଲ୍ଲା  
ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   30-Apr-2026
  ଜିଲ୍ଲା  
ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   30-Apr-2026
  ଜିଲ୍ଲା  
ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   30-Apr-2026
  ରାଜ୍ୟ  
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   30-Apr-2026
  ଜିଲ୍ଲା  
ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   30-Apr-2026
  ଜିଲ୍ଲା  
କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା   30-Apr-2026
  ଜିଲ୍ଲା  
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ   30-Apr-2026
  ରାଜ୍ୟ  
କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   30-Apr-2026

You Might Also Like