-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ସକାଳ ୧୦ଘଣ୍ଟା ସମୟରେ ବଲାଙ୍ଗୀର ସହର ମାଲପଡ଼ା ବାସୀନ୍ଦା କବିରାଜ ପଣ୍ଡିତ ଦଶରଥ ମିଶ୍ର ଙ୍କ ୮୭ ବର୍ଷରେ ପରଲୋକ ହୋଇ ଯାଇଛି l ବୟସାଧିକ୍ୟ କାରଣ ରୁ ଶ୍ରୀ ମିଶ୍ର କିଛି ଦିନ ଧରି ଶଯ୍ୟାଶାୟୀ ଥିଲେ l ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଲପଡ଼ା ସ୍ଥିତ ବାସଭବନରେ ଶ୍ରୀ ମିଶ୍ର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି l ଶ୍ରୀ ମିଶ୍ର ମାଲପଡ଼ା ନାଗରିକ କମିଟି,ଜିଲ୍ଲା ପରିଷଦ,ଜିଲ୍ଲା ସଂସ୍କୃତ ପରିଷଦ ଆଦି ଅନୁଷ୍ଠାନ ସହିତ ଜଡ଼ିତ ଥିଲେ I ବଲାଙ୍ଗୀର ଆୟୁର୍ବେଦିକ କଲେଜର ପ୍ରତିଷ୍ଠାତା ସଭ୍ୟ ଭାବେ ନିଜର ପାରଦର୍ଶିତା ଦେଖାଇ ଥିଲେ l ମୃତ୍ୟୁ ଶଯ୍ୟାରେ ତାଙ୍କର 3 ପୁଅ ଉପସ୍ଥିତ ଥିଲେ