-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତ ରାମନାଥ କୋବିନ୍ଦ ଆର୍ଥିକ ସହାୟତା ନିମନ୍ତେ ନିଜର ବ୍ୟକ୍ତିଗତ ସଂଚିତ ରାଶି ରୁ ୫୦୦୧୦୦ ଟଙ୍କା ପ୍ରଦାନ କରିଛନ୍ତି . ଏହାକୁ ରାମଙ୍କ ଜନ୍ମ ଭୂମି ରୁ ଆସିଥିବା 'ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ତ୍ରୖସ୍ତ' ର ସଦସ୍ୟ ମାନେ ଗ୍ରହଣ କରିଥିଲେ.