-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବଡ଼ଟିକା ଠାରେ ୨୦୮ କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

24-Feb-2025



ଆଗଲପୁର, (ବିନୋଦ ଦୀପ) ଚଳିତ ଫେବୃଆରୀ ମାସ ୨୨ଓ ୨୩ ତାରିଖ ଦୁଇଦିନ ଧରି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଡ଼ଟିକା ଗ୍ରାମ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ୨୦୮କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାଯଜ୍ଞ ରେ ୨୨ତାରିଖ ଦିନ ସଂକଳ୍ପିତ ଯଜ୍ଞ ହୋଇଥିଲା, ଏଥିରେ ଯଜ୍ଞ ବ୍ରହ୍ମା ଭାବେ ସ୍ୱାମୀ ବିଶୁଦ୍ଧା ନନ୍ଦ ସରସ୍ବତୀ, ଯଜ୍ଞ ସଂଚାଳକ ଭାବେ ସ୍ୱାମୀ ବୃହସ୍ପତି ଶାସ୍ତ୍ରୀ ଗୁରୁକୁଳ ନବପ୍ରଭାତ ଆଶ୍ରମ, ନୂଆପାଲି ଓ ସ୍ୱାମୀ ବ୍ରତାନନ୍ଦ ସରସ୍ବତୀ ଗୁରୁକୁଳ ଆମସେନା କାର୍ଯ୍ୟ ତୁଲାଇ ଥିଲେ। ଏହି ଦିନ ଯଜ୍ଞ ରେ ପୂର୍ବରୁ ସଂକଳ୍ପ କରିଥିବା ୨୫ଯୋଡ଼ା ଦମ୍ପତି ନିଜର ସଂକଳ୍ପ ପୂରଣ କରିଥିଲେ। ଏହି ମହାନ ଯଜ୍ଞ ର ଦିତ୍ୱୀୟ ଦିନ ଗତ 23 ତାରିଖ ଦିନ ସାହସ୍ରାଧିକ ଜନସମାଗମ ରେ ଗୁରୁକୁଳ ହରିପୁର, ନୂଆପଡା ର ସଂଚାଳକ ବିଶିଷ୍ଟ ବୈଦିକ ବିଦ୍ୱାନ ଆଚାର୍ଯ୍ୟ ସୁଦର୍ଶନ ଦେବ ଙ୍କ ବ୍ରହ୍ମତ୍ୱ ରେ ୨୦୮ କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ମହାଯଜ୍ଞାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦିନିଆ ଯଜ୍ଞ ର ମୂଳରେ ସାମାଜିକ କୁସଂସ୍କାରମୁକ୍ତ , ପ୍ରଦୂଷଣ ମୁକ୍ତ ବାତାବରଣ ନିର୍ମାଣ ରେ ଘରେ ଘରେ ପୁରେ ପୁରେ ଯଜ୍ଞ ର ପ୍ରଚାର ପ୍ରସାର ପାଇଁ ଏବଂ ଦୈନିକ ଅଗ୍ନିହୋତ୍ର ନିର୍ମାଣ ର ଏକ ସୁଦୂର ପ୍ରସାରୀ ପ୍ରୟାସ ଥିଲା।

ଏହି ଦ୍ବିଦିବସୀୟ ମହା ଅନୁଷ୍ଠାନ ର ସଫଳ ଆୟୋଜନ ପାଇଁ ବଡ଼ଟିକା ଆର୍ଯ୍ୟ ସମାଜ ର ଶ୍ରୀ ମୋହନ ପଧାନ, ଶ୍ରୀମତୀ ଆଲ୍ଲାଦିନୀ ଭୋଇ, ଶ୍ରୀ ରସାନନ୍ଦ ସାହୁ, ଶ୍ରୀ ସଭାପତି ପଧାନ, ଶ୍ରୀ ଶୁକ୍ରୁ ବିଶ୍ୱାଳ, ଶ୍ରୀ ମନରଞ୍ଜନ ବିଶ୍ୱାଳ, ଶ୍ରୀ ଅନିରୁଦ୍ଧ ଭୋଇ, ଶ୍ରୀ ଜୟକୃଷ୍ଣ ପଧାନ, ଶ୍ରୀ ଅମୀୟରଞ୍ଜନ ପଧାନ, ଶ୍ରୀ ଶିବବ୍ରତ ପଧାନ ଏବଂ  କରି ମୁଣ୍ଡା ର ଆର୍ଯ୍ୟଶ୍ରୀ ସାହେବ ଭୋଇ ଓ ହରିପୁର ଆଶ୍ରମ ର ଶ୍ରୀ ରାଜେନ୍ଦ୍ର ବର୍ଣ୍ଣି, ଶ୍ରୀ ଗଣନାଥ ଜୀ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ର ସଂଚାଳନା, ସମନ୍ୱୟ,ବନ୍ଦୋବସ୍ତ,ଯୋଗାଯୋଗ ତଥା ସାଙ୍ଗଠନିକ ଆନୁସାଙ୍ଗିକ କାର୍ଯ୍ୟ ତୁଲାଇ ଥିବା ବେଳେ ବଡ଼ଟିକା ଗ୍ରାମବାସୀବୃନ୍ଦ, ଗ୍ରାମ ର ଯୁବ ଗୋଷ୍ଠି ସକ୍ରିୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like