-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

କ୍ଳବ୍ ସ୍ପୋର୍ଟସ ହଷ୍ଟେଲ ଦଳ କୁ ୨-୧ ଗୋଲ୍ ରେ ହରାଇ କଟକ ମା ମଙ୍ଗଳା କ୍ଳବ୍ ଦଳ ରାମ ଧୂନ୍ କପ୍ ଫୁଟବଲ୍ ୨୦୨୫ ଚାମ୍ପିଅନ

23-Feb-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -2025 ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ମହା ସମାରୋହରେ ଆଜି ଉଦଯାପିତ ହୋଇଯାଇଛି l ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ କଟକ ସ୍ପୋର୍ଟସ ହଷ୍ଟେଲ ଓ କଟକ ମା ମଙ୍ଗଳା କ୍ଲବ୍ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଟିତ ହୋଇ ଯାଇଛି  l ସ୍ପୋର୍ଟସ ହଷ୍ଟେଲ ଦଳ କୁ ୨-୧ ଗୋଲ୍ ରେ ହରାଇ ମା ମଙ୍ଗଳା କ୍ଳବ୍ କଟକ ଦଳ ୨୦୨୫ ଅଲ୍ ଇଣ୍ଡିଆ ଟୁର୍ଣ୍ଣl ମେଣ୍ଟ ର ଚାମ୍ପିଅନ ହୋଇଛି  l ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କ ପବ୍ଲିକ୍ ଆକାଉଣ୍ଟ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୂଜାରୀ  ଯୋଗ ଦେଇ ଖେଳ କୁ ଉଦଘାଟନ କରି ଆୟୋଜକ ଓ ଖେଳାଳୀ ଙ୍କୁ ଉତ୍ସାହିତ କରି  ବିଜେତା ଦଳ କୁ ଆୟୋଜକ କମିଟି ପକ୍ଷରୁ ବିଜେତା ଦଳ ମା ମଙ୍ଗଳା କଟକ କୁ ଶ୍ରୀ ପୁଜାରୀ ଙ୍କ ଦ୍ବାରା ଟ୍ରଫି ସହ ୫୦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ୩୦ ହଜାର ଟଙ୍କା କେସ ପ୍ରାଇଜ୍ ପ୍ରଦାନ୍ କରାଯାଇଛି l    ସମ୍ମାନିତ ଅତିଥି ଭାବରେ  ଡୁଙ୍ଗୁରୀ ପାଲି ବ୍ଳକ୍ ଉପାଧ୍ୟକ୍ଷ ବେଲାର ସେନ୍ ସାହୂ, ବିରମହାରାଜ ପୁର ବ୍ଳକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ସୋନପୁର ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରିଡ଼ା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ତରା ସିଆ, ନନ୍ଦ କିଶୋର ତ୍ରୀପାଠୀ, ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ, ଯୁବ ନେତା ଜିତେନ୍ଦ୍ର ସାହୁ, ପ୍ରଭାତ ଦାନୀ, ଶାଶ୍ଵତ ମିଶ୍ର, ଡ୍ରଗିଷ୍ଟ୍ କେମିଷ୍ଟ୍ ଆସୋସିଏସନ୍ ସଂପାଦକ ସତ୍ୟ ନାରାୟଣ ଦରୁଆନ , +୨ ଅନୁଷୟା କୋଚିଙ୍ଗ ଡାଇରେକ୍ଟର ଜଗତ ଶିରୋମଣି ମେହେର , ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ଫ୍ରାଞ୍ଚାଇଜ୍ ସଂସ୍କାର ଆଗ୍ରୋ ଏମଡି ଲୋକ ନାଥ ରଥ ଓ କଟକ ମା ମଙ୍ଗଳା କ୍ଳବ୍ ଦଳ ର ଫ୍ରାଞ୍ଚାଇଜ୍ ନାଇସେଟ୍ କମ୍ପ୍ୟୁଟର ଡାଇରେକ୍ଟର ରମଣ ପଧାନ ଯୋଗ ଦେଇ କୃତୀ ଖେଳାଳି , ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀ ଓ ୱୀନର ରନର୍ସ ଦଳ କୁ ଉତ୍ସାହିତ କରିଥିଲେ  l ଆଜିର ଫାଇନାଲ ଖେଳ କୁ ମୁଖ୍ୟ ରେଫରୀ ସଞ୍ଜୀବ ସାହୁ, ଜିତେନ୍ଦ୍ର ଥନାପତି ,, ଦିଲ୍ଲୀପ ରାଉତ , ସଂଜନ୍ କୁଦେଇ ପରିଚାଳନା କରିଥିଲେ  l  ପ୍ରବୁଦତ୍ତ କୁମ୍ଭାର , ଦିଗାମ୍ବର ଶତପଥୀ, ଓ ମନୋରଞ୍ଜନ ତ୍ରୀପାଠୀ   ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରି ଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ମା ମଙ୍ଗଳା କ୍ଳବ୍ ଦଳ ର ବିଜୟ ବାରିକ୍ ଙ୍କୁ ଓ ମ୍ୟାନ ଅଫ ଦି ସିରିଜ୍ ଭାବେ ଏହି ଦଳ ର ଦିନ ବନ୍ଧୁ ଦାସ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ଏମର୍ଜିଂ ଖେଳାଳି ଭାବେ ସ୍ପୋର୍ଟସ ହଷ୍ଟେଲ ଦଳ ର ଜଗନ୍ନାଥ ଟୁଡୁ , ବେଷ୍ଟ ଗୋଲ କିପର ଭାବରେ ସ୍ପୋର୍ଟସ ହଷ୍ଟେଲ ଦଳ ର ସଞ୍ଜୟ ହେମ୍ରମ ଓ ବେଷ୍ଟ ଡିଫେନ୍ସ ଖେଳାଳି ଭାବେ ମା ମଙ୍ଗଳା କ୍ଳବ୍ ର ରାକେଶ ସାହୁ, ବେଷ୍ଟ ଡିସିପ୍ଲିନ ଖେଳାଳୀ ଭାବେ ଧନେଶ୍ୱର ବେହେରା, ଓ ବେଷ୍ଟ ଡିସିପ୍ଲିନ ଟିମ ଭାବେ ଉମେଶ ବ୍ରଦର୍ସ ଝାର ଖଣ୍ଡ ଦଳ କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l  l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵାବଧାନ ରେ ଅନୁଷ୍ଟିତ ସଭା କୁ କ୍କବ୍ ଉପଦେଷ୍ଟା ଚିତ୍ତ ରଞ୍ଜନ ତରାସିଆ ସଂଯୋଜନା କରିଥିବା ବେଳେ  l ଆଜିର ଫାଇନାଲ ମ୍ୟାଚ କୁ ହଜାର ଦର୍ଶକ  ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ , ଭେଟରାନ୍ ଫୁଟବଲ୍ ଖେଳାଳି ମିଡିଆ , ବୁଦ୍ଧିଜୀବି ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସମସ୍ତ ରେଫରୀ, ଆଠଟି ଫ୍ରାଞ୍ଚାଇଜ୍ ଓ ତାଇ କୋଣ୍ଡା ନେସନାଲ ଖେଳାଳି ଏହେସାସ ହୋତା ଙ୍କୁ ସମ୍ବର୍ଧିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like