-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଲନୀ କକ୍ଷ ଠାରେ କୃଷି ବିଭାଗ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋ। ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଚଳିତ ବର୍ଷ ୨୩ ଲକ୍ଷ କ୍ଵିଣ୍ଟାଲ ଧାନ ୫୦,୦୦୦ କ୍ଵିଣ୍ଟାଲ କପା, ୧୬୦୦୦ କ୍ଵିଣ୍ଟାଲ ମାଣ୍ଡିଆ ଏବଂ ୧୧୮୭୨ କ୍ଵିଣ୍ଟାଲ ମକା କ୍ରୟ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରବାସୀ ଶ୍ରମିକ ଙ୍କୁ କୃଷି କାର୍ଯ୍ୟରେ ନିୟୋଜିତ କରି ଆତ୍ମନିର୍ଭଶୀଲ୍ କରିବାକୁ ଆହ୍ବାନ କରିଛନ୍ତି। ବୈଠକ ରେ ଉପକୃଷି ନିର୍ଦ୍ଧେଶକ ଯୋଗ ଦେଇଥିଲେ।