-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
05-Feb-2025
ବିଜେପୁର:(ନିରଞ୍ଜନ ତ୍ରିପାଠୀ)-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ଦଶମ ଶ୍ରେଣୀ ଶିଶୁମାନଙ୍କ ଦ୍ଵାରା ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଛି । ପୁରୋହିତ ଶ୍ରୀଯୁକ୍ତ ନରେନ୍ଦ୍ର ଦାଶ ଆଗାମୀ ବାର୍ଷିକ ପରୀକ୍ଷାରେ ଶିଶୁମାନଙ୍କ ସଫଳତା ଓ ବିଦ୍ୟା ଅର୍ଥ କାମ ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଶିଶୁଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ମଙ୍ଗଳ କାମନା କରିଥିଲେ ।