-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
ବରପାଲି, (ସୁଦାମ ଦୀପ )
:ବରପାଲି ସ୍ଥିତ ଗାନ୍ଧୀ ଛକଠାରେ ଏସଟି ଏସସି ମହିଳା ପକ୍ଷରୁ ଭାରତର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତିଙ୍କ ଫାଶୀ ପାଉଥିବା ଲୋକକୁ ରାଜକ୍ଷମା ଦେବାର କ୍ଷମତା ଅଛି l ସେଭଳି ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆପତ୍ତି ଜନକ ମନ୍ତବ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହକରି ଘୋର ନିନ୍ଦା କରିବା ସହ ଆଇନ ଗତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l ସେମାନେ ହେଲେ ଚୁମିକି ମେହେର,ବନ୍ଦନା ବେହେରା,ଜନନୀ ମେହେର, ହେମାନନ୍ଦି ଗଡ଼ତିଆ, ଜନକୀ ରଣା, ରଶ୍ମିତା କୁମ୍ଭାର,ବର୍ଷା ସୁନା,ତିଲୋତ୍ତମl ଗଣ୍ଡ ଓ ଜୁଲି ସୁନା ପ୍ରମ୍ମୁଖ l