-+91-9937148622 |

prerana_bgr@rediffmail.com |

  Wednesday 1st July 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   (01-Jul-2026)       ||      ୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    (01-Jul-2026)       ||      ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   (01-Jul-2026)       ||      *ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   (01-Jul-2026)       ||      ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   (01-Jul-2026)       ||      *ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   (01-Jul-2026)       ||      ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (01-Jul-2026)       ||      କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ    (30-Jun-2026)       ||      ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   (30-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ;   (30-Jun-2026)       ||      କନବାର ରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ    (30-Jun-2026)       ||      କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   (30-Jun-2026)       ||      ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନୀତି ♦️ ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା   (30-Jun-2026)       ||      ତୁରେକେଲା ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା   (30-Jun-2026)       ||      ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   (30-Jun-2026)       ||      ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   (30-Jun-2026)       ||      ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||     

HOME   ଜିଲ୍ଲା

ବୈଦୁପାଲି ମନ୍ଦିର ପ୍ରତିଷ୍ଠା ମହୋତ୍ସବ: କଂସ ଦରବାର ଆରମ୍ଭ

01-Feb-2025



ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗ୍ରାମରେ ରାଧାକୃଷ୍ଣ ଓ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି l ଏହି ଅବସରରେ ଗତକାଲି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗୋବ୍ରାହ୍ମଣ ପୁଜା, ସୁର୍ଯ୍ୟ ପୂଜା, ମଣ୍ଡପ ପୂଜା ଓ ଅଗ୍ନୀସ୍ଥାପନ ଆଦି ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ଲୁଲୁ ମିଶ୍ର ଓ କର୍ତ୍ତା ଭାବେ ହିମାଂଶୁ ବାରିକ ସପତ୍ନିକ ଦାୟିତ୍ଵ ନିର୍ବାହ କରୁଛନ୍ତି l ଆଜି

ବ୍ୟାସ ଉଦ୍ଧବ ତ୍ରିପାଠୀ ଙ୍କ ଦ୍ଵାରା ଭାଗବତ ସପ୍ତlହ ପାରାୟଣ ଆରମ୍ଭ ହୋଇଥିଲା l ଏହି ଅବସରରେ ଦର୍ଶକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କଂସ ଦରବାର ସହ ମିନlବଜାର ଓ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି  ଦରବାର ର ପ୍ରଥମ ସନ୍ଧ୍ୟାରେ ଆଜି ମୁଖ୍ୟ ଅଥିତି ଭାବେ ଡିଙ୍ଗର ବାରିକ ସାମ୍ମନୀୟ ଅଥିତି ଭାବେ ବଜାରଙ୍ଗ ଅଗ୍ରୱାଲ,ଗୋପାଳ ବାରିକ,ଚିତ୍ତରଞ୍ଜନ ମିଶ୍ର, ପ୍ରଦୀପ ମିଶ୍ର,ବିପ୍ରଚରଣ ସାହୁ ମଣ୍ଟୁ ଦିଶିରୀ,,ସୁବାଷ ଭୋଇ, ହିମାଂଶୁ ବାରିକ, କାର୍ଯ୍ୟକ୍ରମ କୁ ସଂଯୋଜନା କରୁଥିଲେ ଅମୁଲ୍ୟ ବେହେରା ମଞ୍ଚ ରେ ଅଭିନୟ କରିଥିଲେ।ଦେବକୀ ବସୁଦେବ ଙ୍କ ବିବାହ, ଉଗ୍ରସେନ ଙ୍କ ଗାଦିଚ୍ୟୁତ, କଂସ ର ସିଂହାସନ ଆରୋହଣ, ଅକ୍ରୁର ନିର୍ବlସିତ, ଦେବକୀ ବସୁଦେବ ଙ୍କୁ ମଥୁରା କାରାଗାର ରେ ବନ୍ଦୀ ଆଦି ଦୃଶ୍ୟ ମଞ୍ଚସ୍ଥ ହେଉଥିଲା l କଂସ ଭୂମିକାରେ ଗୋପାଳ ପଣ୍ଡା ଅଭିନୟକରିଥିବା ବେଳେ ଉଗ୍ରସେନ-  ଲଖିନ୍ଦ୍ର ଭୋଇ, ଅକ୍ରୁର - ଚୌବନ ଭୋଇ, ବସୁଦେବ - ପାର୍ଥ ଭାଟି, ଦେବକୀ - ସନ୍ଧ୍ୟାରାଣୀ ଦାଶ, ମନ୍ତ୍ରୀ - କିରଟି ମିଶ୍ର, ସେନାପତି - ଦେବାନନ୍ଦ ଭୋଇ ପ୍ରମୁଖ ଅଭିନୟ

କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ କମିଟି ର ସଭାପତି ହିମାଂଶୁ ବାରିକ,ସମ୍ପାଦକ ରତ୍ନlକର ସେଠ, କୋଷାଧ୍ୟକ୍ଷ ଲୀଳାମୟ ବେହେରା ଙ୍କ ସମେତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ସଭ୍ୟ, ଗ୍ରାମବାସୀ ଓ ଆଖ ପାଖ ୧୦ ଟି ଗ୍ରାମ ର ଜନସାଧାରଣ ସହଯୋଗ କରିଥିଲେ l ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ କଂସ ଦରବାର କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   01-Jul-2026
  ଜିଲ୍ଲା  
୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    01-Jul-2026
  ଜିଲ୍ଲା  
ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   01-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   01-Jul-2026
  ଜିଲ୍ଲା  
ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   01-Jul-2026
  ଜିଲ୍ଲା  
*ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   01-Jul-2026
  ଜିଲ୍ଲା  
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   01-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ   30-Jun-2026
  ଜିଲ୍ଲା  
ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   30-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ;   30-Jun-2026
  ଜିଲ୍ଲା  
କନବାର ରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   30-Jun-2026
  ଜିଲ୍ଲା  
କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   30-Jun-2026

You Might Also Like