-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||     

HOME   ଜିଲ୍ଲା

କ୍ଲଷ୍ଟର ସ୍ତରୀୟ ଶିକ୍ଷଣସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା,

30-Jan-2025



ସିନାପାଲି (ଚିନ୍ତାମଣି ନେତାମ )
 ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ସରକାରୀ ଉପ୍ରା ବିଦ୍ୟାଳୟ ଖିପ୍ରିମାଲ ଠାରେ ପତିଆଳପଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀମେଳା  ପତିଆଲପଡା କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ଦେବାନନ୍ଦବାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ  ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସେଠ୍ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ  ନୀଳଜୀ ସି ଆର ସି ସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର, ଗୋବିନ୍ଦପୁର ସି ଆର ସି ସି ଶ୍ରୀଯୁକ୍ତ ଅତୁଳ କୁମାର ସୁପକାର,ଭଟାପାଣି ସି ଆର ସି ସି ଶ୍ରୀଯୁକ୍ତ ଈଶ୍ୱର ବଘେଲ,  କୈଟ ପଦର  ସି ଆର ସି ସି ଶ୍ରୀଯୁକ୍ତ  ଦେବେନ୍ଦ୍ର ସୁନାନୀ,ଖିପ୍ରିମାଲ  ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୋଭାରାମ ଜଗତ ପ୍ରମୁଖ ମଞ୍ଚାସିନ ଥିଲେ। ଖିପ୍ରିମାଲ ସରକାରୀ ଉପ୍ରା ବିଦ୍ୟାଳୟ  ଶିକ୍ଷକ ଶ୍ରୀଯୁକ୍ତ ନବୀନକୁମାର ନିଆଲ ମଞ୍ଚ ପରିଚାଳନା କରିଥିଲେ ।କ୍ଲଷ୍ଟରସ୍ତରୀୟ ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ ସାମଗ୍ରୀ  ପ୍ରସ୍ତୁତ କରି  ପ୍ରଦର୍ଶନ କରିଥିଲେ। ସମସ୍ତ ଅଂଶ ଗ୍ରହଣକାରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ  ପ୍ରଦାନ କରାଯାଇଥିଲା ।ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ଥିଲେ। ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ପ୍ରଦର୍ଶନୀ କରିଥିଲେ । ଆଗାମୀ ଦିନରେ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ନିଜ ନିଜମତ ଦେଇଥିଲେ ।ପତିଆଲପଡା  କେନ୍ଦ୍ର ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧନେଶ୍ୱର ବଞ୍ଜରା ଧନ୍ୟବାଦ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like