-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
30-Jan-2025
ଅଗଲପୁର, (ପ୍ରେରଣା ଖବର) ଟ୍ରାଫିକ ଏବଂ ରାସ୍ତା ସୁରକ୍ଷା ପାଇଁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅଙ୍ଗନଦୀ ବ୍ରିଜ ଠାରେ ଆଗଲପୁର ପୋଲିସ ଓ ବିଜ୍ଞାନ କଲେଜ ଛାତ୍ର ଆଗଲପୁର ମିଶି ରେଲି କରିବା ସହ ମୋଟର ଭାଇକେଲ ଚେକିଂ କରିଥିଲେ l ଛାତ୍ରମାନେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଭଳି ଅନେକ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା l