-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା ): ବଲାଙ୍ଗୀର କୈ।ଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଏବଂ ଓ ଟିଏସ୍ଏ ପାଟଣାଗଡ଼, । ଷ୍ଟେଟ୍ ବ୍ୟାଙ୍କ୍ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କିଓସ୍କ ବ୍ୟାଙ୍କିଙ୍ଗ ଶାଖା ରେଙ୍ଗାଲଜୁରୀ ର ମିଳିତ ଆନୁକୁଲ୍ୟରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସାନ ବାବେଜୁରୀ ଗ୍ରାମ ର ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ କରିଥିଲେ ।। ଏହି କାର୍ଯ୍ୟକ୍ରମରେ କୈ।ଶଲ୍ୟା ଫାଉଣ୍ଡେସନର ସଭାପତି ସଞ୍ଜିବ କୁମାର ପୁଟେଲ ,ଓ.ଟି.ଏସ୍.ଓ ର ମୁଖ୍ୟ ବବିତା ପୁଟେଲ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କିଓସ୍କ ବ୍ୟାଙ୍କିଙ୍ଗ ଶାଖା ପରିଚାଳକ ରାଜିବ ପୁଟେଲ ଙ୍କ ସମେତ ପୁଟେଲ ପରିବାର କମଳ ବଣ୍ଟନ ରେ ଉପସ୍ଥିତ ରହି ୩୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ କରି ଥିବା ବେଳେ ସମାଜସେବୀ ରୁଦ୍ରମଣି ମେହେର , ଶଙ୍କର ବରିହା , ୱ।ଡମେମ୍ବର , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।।