-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଜିଲ୍ଲା

ଜିଲ୍ଲା ଛାତ୍ର କଂଗ୍ରେସର କମ୍ପନ ସମାବେଶ,: ନିଯୁକ୍ତି,ସ୍ୱାଭୀମାନ ଓ ଅଧୀକାର ର ଳଢେଇ ଜାରୀ ରହିବ

12-Jan-2021



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) : ଆଜି ଜାତୀୟ ଯୁବ ଦିବସ । ଏହି ମହାନ  ଅବସରରେ ଜିଲ୍ଲାର ଯୁବକ ଓ ଯୁବତି କଲେଜ ଛକ ସ୍ଥିତ ସରୋଜିନୀ ରେସିଡେନ୍ସି ଠାରେ ଏକତ୍ରିତ କରି ଜିଲ୍ଲା ଛାତ୍ରକଂଗ୍ରେସ ତରଫରୁ ସ୍ଥାନୀୟ ଶୋରୋଜିନୀ ରେସିଡେନସିରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହରି ଥିଲେ । ପୁର୍ବତନ  ଛାତ୍ରସଭାପତି ଅଙ୍କିତ ସାହୁଙ୍କୁ ଅଧ୍ୟକ୍ଷତାରେ  ବେକାରୀ ଯବକ ଯୁବତି ଓ ଛାତ୍ର ନିଜୁକ୍ତି ସହ ଛତ୍ର ସମାଜର ସ୍ୱାର୍ଥସ୍ୱାଭୀମାନଓ ଅଧୀକାର ହକ ପାଇଁ ଲଢେଇର ନାରା ନେଇ ଅଂଚଳର କଚେରି ଛକ, ଭାଗିରଥୀ ଛଖ, ଲ କଲେଜ ଛକ, ପାଟଣାହୋଟେଲ ଛକ, ଦୁର୍ଗାମନ୍ଦିର ଛକ ଓ ପରେ ପାଟଣେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି କଂଗ୍ରେସ ଭବନକୁ ପହଞ୍ଚି ଥିଲୋ ସେଠାରେ ଆୟୋଜିତ ଛାତ୍ର କଂପନ ସମାବେଶରେ ଧ୍ୟକ୍ଷତା କରି ସଭାପତି ଶ୍ରୀ ସାହୁ କହିଲେଯେ, ବିଗତ ଦିନରେ ବଲାଙ୍ଗିରର କଂଗ୍ରେସ ଓ ସାଧାରଣ ଜନତାଙ୍କସ୍ୱାର୍ଥ ପାଇଁ ଲଢେଇ କରି ନବୀନ ପ୍ରଶାସନର ଆକ୍ରୋଶର ଶିଲକାର ହୋଇଛି । ସେ କହିଥିଲେ ବଲାଙ୍ଗିର ରେ ପଞ୍ଚାୟତ ସ୍ତରରେ ଛାତ୍ର କଂଗ୍ରେସର ଶ୍ୱରକୁ ତିବ୍ରତର କରାଯିବ ।  କଲେଜ ବିଶ୍ୱ ବିଦ୍ୟାଳୟରେ ଛାତ୍ର କଂଗ୍ରେସ ସଂଗଠନର ଭୂମୀକାକୁ ପ୍ରଭାବି ଓ ସଂଗଠନକୁ ସୁଦୃଢ କରାଯିବ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର କଂଗ୍ରେସ ର ରାଷ୍ଟ୍ରିୟ ସଂପାଦକ ତଥା ଓଡିଶା ପ୍ରଭାରୀ ରୋଶନଲାଲ ବିଟୁ କହିଥିଲେ ଯେ ୨୧ ବର୍ଷର ନବୀନ ଶାସନରେ ଓଡିଶାର ଜନ ସାଧାରଣ ଅତିଷ୍ଠ ହୋଇ ପଡିଲେଣି । ନବୀନ ଶାସନରେ ଛାତ୍ର, ଯୁବକ, ମହିଳା, କୃଷକ ସମସ୍ତ ବର୍ଗ ପ୍ରତାରିତ ଓ ଅବହେଳିତ ହୋଇଛନ୍ତି । ସେ ପଟେ ମୋଦି ମିଥ୍ୟା ପ୍ରତିଶୃତି ଦେଇ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ଛାତ୍ର କଂଗ୍ରେସର ସଂଗ୍ରାମକୁ ତିବ୍ରତର କରିବାକୁ ସେ ଆହ୍ୱାନ ଦେଇଥିଲେ । ଛାତ୍ର କଂଗ୍ରେସ ସହପ୍ରଭାରୀ ମୋଦି ଓ ନବୀନ ଶାସନ ବିରୁଦ୍ଧରେ ବଲାଙ୍ଗିର ଛାତ୍ର କଂଗ୍ରେସ ନିର୍ବାର ଆନ୍ଦୋଳନ କରିବ ବୋଲି ସେ କହିଲେ । ଛାତ୍ର କଂଗ୍ରେସ ସାଧାରଣ ଜନତାର ସ୍ୱର ବୋଲି ସେ କହିଥିଲେ । ପ୍ରଦେଶ ଛାତ୍ର କଂଗ୍ରେସ ସଭପାତି ୟାସିର ନୱାଲ କହିଥିଲେ ଯେ ବଲାଙ୍ଗିର ଜିଲ୍ଲାର ଯୁବକମାନଙ୍କର ଭାଗ୍ୟ ଆନ୍ଧ୍ରର ଇଟାଭାଟିରେ ବନ୍ଧା ପଡିଛି । ବଲାଙ୍ଗିରରେ ବେକାରୀ ସମସ୍ୟା ଉତ୍କଟ, ଲୋକେ କର୍ମସଂସ୍ଥାନ ଅଭାବରୁ ଭିଟାମାଟି ଛାଡି ଦାଦନ ଖଟିବାକୁ ଯାଉଛନ୍ତି । ଏଠି ପ୍ରତିବର୍ଷ ଅନାହାର ମୃତ୍ୟୁ ହୁଏ । ଜିଲ୍ଲାପାଳ ତଥ୍ୟ ଲୁଚାନ୍ତି । ଖପ୍ରାଖୋଲର ଝୁଣ୍ଟି ବରିହା ପରିବାର ସମୂଳେ ଅନାହାରରେ ମରିଥିଲେ । ଅନାହାର ମୃତ୍ୟୁ ଓ ଦାଦନ ସମସ୍ୟା ପ୍ରବଳ ହୋଇଥିବା ବେଳେ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବଲାଙ୍ଗିର ଲୋକସଭା ଆସନର କଂଗ୍ରେସ ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଥିଲେ ଯେ ଛାତ୍ର କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ ସମସ୍ତ ସାମର୍ଥ୍ୟ ଓ ସମର୍ଥନ ଦିଆଯିବ । ବୁଥ୍ ସ୍ତରରେ ଛାତ୍ର କଂଗ୍ରେସ ସଂଗଠନକୁ ଦୃଢିଭୁତ କରାଯିବ । ବଲାଙ୍ଗିରରେ ଶାସନ ବ୍ୟବସ୍ଥାର ସ୍ୱଚ୍ଛତା ପାଇଁ ସାଧାରଣ ଜନତାର ଜାଗ୍ରତ ପ୍ରହରୀ ଭାବରେ ଛାତ୍ର କଂଗ୍ରେସ କାର୍ଯ୍ୟ କରିବ । ପଂଚାୟତ କାର୍ଯ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମସ୍ତ ସରକାରୀ ସଂସ୍ଥାରେ ଦୁର୍ନିତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଛାତ୍ର କଂଗ୍ରେସ ତାର ସ୍ୱରକୁ ଶାଣିତ କରିବ । ସାଧାରଣ ଜନତାକୁ ନ୍ୟାୟ ଦେବା ପାଇଁ ଓ ଛାତ୍ର ଅଧିକାର ପାଇଁ ଦୁର୍ବାର ଆନ୍ଦୋଳନ କରିବ । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଛାତ୍ର କଂଗ୍ରେସ କଂଗ୍ରେସ ସଂଗଠନର ମେରୁଦଣ୍ଡ । କଂଗ୍ରେସର ପୂର୍ବ ଗୌରବ ଫେରେଇ ଆଣିବାକୁ ଛାତ୍ର କଂଗ୍ରେସର ସଂଗ୍ରାମ ଉପରେ ସେ ଆସ୍ଥା ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ କୁମାର ମିଶ୍ର, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ମୁଖ୍ୟ ଅଜୟ ବାଲି,  ଜିଲ୍ଲା-ଉପସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର,  ଲୋପନ ମିଶ୍ର, ପପୁ ପାତ୍ର, ଜୟନାରାୟଣ ବହିଦାର, ପପୁ ପାତ୍ର, ମୋହନ ପଟେଲ, ରାମଜୀ ଚୈାଧୁରି, କୈଳାସ ମିଶ୍ର, ପବିତ୍ର ନେପାକ, ସଂଜୟ ମିଶ୍ର, ବେଟୁନ ସ୍ୱାଇଁ, ତୁଷାର, ନାସିର ଖାନ, ଅଶ୍ୱିନି ରାଉତ, ଅଭିନାଶ ପ୍ରସାଦ ସାଏ, ଏବଂ ଛାତ୍ର ନେତା ଅଜିତ ମହାନନ୍ଦ, ସୁମିତ ପଟ୍ଟନାୟକ, ରୋଶନ ମିଶ୍ର, ପ୍ରତିକ ନାୟକ, ଜ୍ଞାନ ରଂଜନ ସରାଫ, ଶୁଭମ ସାହୁ, ନିରଞ୍ଜନ ମିଶ୍ର, ଶୁଭେନ୍ଦୁ ସାହୁ, ଓମ୍ ରାଉତ, ଅମିୟ ବଗର୍ତ୍ତି, ଟୁଲୁ ସେନ, ଗୈାରବ ଶର୍ମା, ଶଙ୍କର ବିଶି, ସଚିନ ସାହୁ, ରମଣି ନାଏକ, ସୁମନ୍ତ ବିଭାର, ଗୁଡଲୁ ସାହୁ, ବଣ୍ଟି ବେହେରା, ପ୍ରକାଶ ସାହୁ, ମଧୁ ନାଗ, କୁଳମଣି ସାହୁ, ଅର୍ତ୍ତ ଘିଭେଲା, ମୁକେଶ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like