-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

*ସ୍ବାସ୍ଥ୍ୟ ଜନିତ ସୁବିଧା ବାହ୍ୟ ମୂଲ୍ୟ ନିର୍ଦ୍ଧାରଣ " କାୟାକଳ୍ପ " କାର୍ଯ୍ୟକ୍ରମ*

17-Jan-2025



(ମନୋରଞ୍ଜନ ତ୍ରିପାଠୀ )
ବୌଦ୍ଧ ଜିଲ୍ଲାର ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମନମୁଣ୍ଡା ରେ ଆଜି ' କାୟାକଳ୍ପ '  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ଙ୍କୁ ମନମୁଣ୍ଡା ସି ଏଚ୍ ସି ତରଫ ରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ କି  ପ୍ରକାର ସୁବିଧା ପ୍ରଦାନ କରାଯାଉଛି ତାହାର ବାହ୍ୟ ମୁଲ୍ୟାଙ୍କନ କରାଯାଇଛି। ମୂଲ୍ୟାଙ୍କନ ପାଇଁ ରାଜ୍ୟ ସ୍ତରରୁ ଡାକ୍ତର ସନ୍ତୋଷ କୁମାର ବେହେରା ( ଏଡି ଏସ ଏଚ ଏ ଏସ ), ଡାକ୍ତର ସୂର୍ଯ୍ୟ ପ୍ରକାଶ ( କଂଶଲ୍ଟାଣ୍ଟ, ଏ ଏଚ ୟୁ ଏନ୍ ଏଫ୍ ପି ଏ) ଏବଂ ସରୋଜ କୁମାର ପାଣିଗ୍ରାହୀ ( କଂସଲ୍ଟାଣ୍ଟ ଆର ଏ ଏମ ସି ଏ ଏଚ, ଏମ ଏନ୍ ଜି ଟି )ଏକ ତିନି ଜଣିଆ ଟିମ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟ ରେ ପହଞ୍ଚିଥିଲେ। କଳସ ସ୍ଥାପନ କରି 'ସି ଏଚ ସି ' ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସ? ସାଏ ଙ୍କ ନେତୃତ୍ୱରେ ରେ ଉକ୍ତ ଟିମ୍ ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ଟିମ୍ ପ୍ରଥମେ ' ସି ଏଚ ସି ' ପାଚେରୀ ବାହାର ପରିବେଶ, କାନ୍ଥ ଛବି ଇତ୍ୟାଦି ଦେଖିବା ସହ ପରିସର ଭିତର ର ସ୍ବଚ୍ଛତା, ସ୍ବାସ୍ଥ୍ୟ ଜନିତ ସଚେତନତା ବୋର୍ଡ, ହୋର୍ଡିଂ, କାନ୍ଥ ଛବି ଇତ୍ୟାଦି ଦେଖିଥିଲେ। ତାପରେ ସେମାନେ ଆଇ ପି ଡି, ଓ ପି ଡି, ଔଷଧ ବିତରଣ କେନ୍ଦ୍ର - ନିରାମୟ , ରକ୍ତ ପରୀକ୍ଷାଗାର, ଲେବର ରୁମ୍, ଷ୍ଟାଫ୍ ନର୍ସ ରୁମ୍ ଇତ୍ୟାଦି ପରିଦର୍ଶନ କରି ଥିଲେ। ସେଠାରେ ନିୟୋଜିତ ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ରେକର୍ଡ ସବୁ ଯାଞ୍ଚ କରିଥିଲେ। ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ସେମାନଙ୍କ ସେବା ଉପରେ ବିଭିନ୍ନ ପ୍ରଶ୍ନ କରି ଉତ୍ତମ ସେବା ଦେବାକୁ ପରାମର୍ଶ କରିଥିଲେ l  ୱାର୍ଡ ରେ ଥିବା ରୋଗୀ ମାନଙ୍କ ସହ ଆଲୋଚନା କରି ମାଗଣା ଔଷଧ, ସ୍ବାସ୍ଥ୍ୟ ସେବା କିପରି ମିଳୁଛି, ଡାକ୍ତର, କର୍ମଚାରୀ ମାନଙ୍କ ବ୍ୟବହାର ଇତ୍ୟାଦି ଅନେକ ବିଷୟ ଉପରେ ପଚାରି ବୁଝିଥିଲେ। ସେହିପରି ଉକ୍ତ ଟିମ୍ ବୋଟାନିକାଲ ଗାର୍ଡେନ, ଶୌଚାଳୟ ଇତ୍ୟାଦି ମଧ୍ୟ ବୁଲି ଦେଖିଥିଲେ। ସ୍ବାସ୍ଥ୍ୟ ଜନିତ ସେବା କୁ ପରଖି ଆତ୍ମ ସନ୍ତୋଷ ଲାଭ କରି ଥିବା ଉକ୍ତ ଟିମ୍ ଅଧିକାରୀମାନେ  ପ୍ରକାଶ କରିଛନ୍ତି l  ମୂଲ୍ୟାଙ୍କନ ପରିଦର୍ଶନ ବେଳେ ଉକ୍ତ ଟିମ୍ କୁ ସ୍ଥାନୀୟ ଡାକ୍ତର ମାନସ କୁମାର ତ୍ରିପାଠୀ, ଡାକ୍ତର ଦିବ୍ୟଜ୍ୟୋତି ବିଶ୍ଵାଳ, ଡାକ୍ତର ଅଙ୍କିତ ଆରୁଜିତ ପ୍ରଧାନ, ଡାକ୍ତର ଦେବଶ୍ରୀ ମହାନ୍ତି, ଡାକ୍ତର ବେଲାରାଣି ପ୍ରିୟଦର୍ଶିନୀ, ଡାକ୍ତର ଶୈଳବାଳା ବିନ୍ଧାଣି, ଡାକ୍ତର କଳ୍ପନା ମିଶ୍ର,  ଫାର୍ମାସିଷ୍ଟ ବେଦବ୍ୟାସ ଡାଙ୍ଗ, ୟୁ ନିଲାଞ୍ଚଲ୍ ପାତ୍ର, ଆଇ ସି ପି ଏଚ ୟୁ ଓ ସୁଦର୍ଶନ ପ୍ରଧାନ,  ବି ଏମ୍ ଏଲ ଦବ୍ଲୁ ହୃଷୀକେଶ ଭୋଇ, ଡି ବି ଡି ଟି ଏସ ମାନସ ପଟ୍ଟନାୟକ, ଏଲ ଏଆଚ ବି ଅର୍ଚ୍ଚନା କୁମାରୀ ଦାସ ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ। ସଭା ଓ ସମସ୍ତ କାର୍ଯ୍ୟକ୍ରମ କୁ ବି ପି ଏମ ରାକେଶ କୁମାର ମହାପାତ୍ର  ସୂଚାରୁରୂପେ ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like