-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

ବିଜେଡି ର ଭିକ୍ଷୋଭ କୁ ନେଇ ପୂର୍ବତନ ବିଧାୟକ ନାଉରୀ ନାୟକ ଙ୍କ ପ୍ରତିକ୍ରିୟା*

17-Jan-2025



 

 

    ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ)  - ଆଜି ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ରେ ଉପସ୍ଥିତ ବିଜେଡି ନେତୃ ମଣ୍ଡଳୀ ପକ୍ଷରୁ ବିଜେପିର ଡବଲ ଇଞ୍ଜିନ ସରକାରକୁ ଆକ୍ଷେପ କରି ଅନେକ ଅଭିଯୋଗ କରାଯାଇଥିଲା । ଏହାଙ୍କୁ ନେଇ ବିଜେପି ପକ୍ଷରୁ ପୂର୍ବତନ ରେଙ୍ଗାଲୀ ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ ପ୍ରତିକ୍ରିୟା ରେ କହିଛନ୍ତି ଯେ ବିଜେଡି ର ଅଭିଯୋଗ ଚିରାଚରିତ ଢଙ୍ଗରେ ମିଥ୍ୟାପୂର୍ଣ୍ଣ ଓ ଭିତ୍ତିହୀନ ।
  
   ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଦ୍ବାରା ଦେଇଥିବା ପ୍ରେସ ବିଜ୍ଞପ୍ତି ରେ ଶ୍ରୀ ନାୟକ କହିଛନ୍ତି ଯେ....
     
     ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ରେ ନିରଙ୍କୁଶ ଭାବେ ବିଜେଡି ସରକାର ରେ ରହିଥିଲା । ୨୪ ବର୍ଷ ର ଅପାରଗ, ସ୍ଥାଣୁ , ଦୁର୍ନୀତିଗ୍ରସ୍ତ , ଭ୍ରଷ୍ଟାଚାର ରେ ଲିପ୍ତ ବିଜେଡି ସରକାର କେବଳ ଓଡ଼ିଶାବାସୀ ଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଥିଲା ଓ ଲୁଣ୍ଠନ କରିଥିଲା । ୨୪ ବର୍ଷ ଧରି ଶ୍ରୀପୂର୍ଣ୍ଣ ରାଜ୍ୟ କୁ ଶ୍ରୀହୀନ କରି ଛାଡି ଦେଇଛି । ୨୪ ବର୍ଷ ରେ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରି ନଥିବା ବିଜେଡି ଦଳର ନେତା ବିଜେପିର ପ୍ରତିଶୃତି କୁ ନେଇ ଆକ୍ଷେପ କରିବା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ ।
     ରାଜ୍ୟରେ ମୋହନ୍ ମାଝୀ ଙ୍କ ନେତୃତ୍ୱ ରେ ଚାଲୁଥିବା ବିଜେପି ସରକାର ମାତ୍ର ୭ ମାସ ରେ ଗତ ନିର୍ବାଚନୀ ପ୍ରତିଶ୍ରୁତି କୁ ପ୍ରଥମ ଦିନ ରୁ ହିଁ ପାଳନ କରିବା ଆରମ୍ଭ କରି ଦେଇଛି । ସେ ସୁଭଦ୍ରା ଯୋଜନା ହେଉ କି ଚାଷୀ ଙ୍କୁ ଧାନ କ୍ୟୁଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଦେବାର ହେଉ କିମ୍ବା ଆୟୁଷ୍ମାନ ଭାରତ ଯୋଜନା ହେଉ କି ରେଳ ରାସ୍ତା ର ବିକାଶ କଥା ହେଉ । ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିଭଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ରେ ରାଜ୍ୟ କୁ ମିଳିଥିବା ୬୭୬.୭ କୋଟି ର ଅନୁଦାନ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଦ୍ବାରା ଘୋଷଣା ହୋଇଥିବା ବିଭିନ୍ନ ରେଳ ପ୍ରକଳ୍ପ ଏହା ସହିତ ସମସ୍ତ୍ ସରକାରି ବିଭାଗ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଆଗମୀ ଦିନରେ ରାଜ୍ୟ କୁ ଆହୁରି ଗତିଶୀଳ ଓ ବିକଶିତ କରିବ । ରାଜ୍ୟ ରେ ଡିଜି ସମ୍ମିଳନୀ, ନୌସେନା ଦିବସ, ପ୍ରବାସୀ ଭାରତ ଦିବସ ଭଳି କାର୍ଯ୍ୟକ୍ରମ ମାନେ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ର ସମ୍ମାନ କୁ ବହୁଗୁଣିତ କରିଛି । ଡବଲ ଇଞ୍ଜିନ ସରକାର ରେ ରାଜ୍ୟ ର ବିକାଶ ଓ ରାଜ୍ୟବସୀ ଙ୍କ ସାମାଜିକ ଆର୍ଥିକ ଜୀବନ ରେ ପରିବର୍ତ୍ତନ ପରିଲକ୍ଷିତ ହେବାକୁ ବସିଲାଣି । ଏହାକୁ ଦେଖି ବିଜେଡି ଯେତିକି ଭୟଭୀତ ସେତିକି ଇର୍ଷାନ୍ଵିତ୍ ହୋଇ ଯାଇଛି ।
     ବିଜେଡି ସରକାର୍ ୨୪ ବର୍ଷ ରେ କେବଳ କେନ୍ଦ୍ରୀୟ ଯୋଜନା ର ନାମ ପରିବର୍ତ୍ତନ କରି କେନ୍ଦ୍ରୀୟ ଅନୁଦାନ କୁ ହରିଲୁଟ କରୁଥିଲା । ବିଜେଡି ସରକାର ସମୟରେ ବିକାଶ କେବଳ ବିଜ୍ଞାପନ ରେ ସୀମିତ ଥିଲା ଏବଂ ରାଜ୍ୟ ର ଅସାଧୁ ସରକାରୀ କର୍ମଚାରୀ ଅଧିକାରୀ ଓ ବିଜେଡି ନେତା ମନ୍ତ୍ରୀ ଙ୍କ ର ହିଁ ବିକାଶ ହୋଇଥିଲା । ୨୦୧୬ ରେ ସୋହେଲା ଚାଷୀ ସମାବେଶ ରେ ଧାନ କ୍ୟୁଣ୍ଟାଲ୍ ପ୍ରତି ୧୦୦ ଟଙ୍କା ବୋନସ ଭଳି ସାମାନ୍ୟ ପ୍ରତିଶ୍ରୁତି କୁ ୨୦୨୪ ଯାଏଁ ପୂରଣ କରି ପାରି ନଥିବା ପୂର୍ବତନ ବିଜେଡି ସରକାର୍ ନେତା କେଉଁ ମୁଁହ ରେ ପ୍ରତିଶ୍ରୁତି ର କଥା କହୁଛନ୍ତି । ରାଜ୍ୟବାସୀ ଙ୍କୁ ପ୍ରକୃତ ବିକାଶ ଠୁଁ ଦୂରେଇ ରଖିଥିବା ବିଜେଡି ସରକାର୍ ର ଅପାରଗ ତଡ଼ାଖିଆ ମନ୍ତ୍ରୀ ଆଜି ଆମକୁ ବିକାଶ ର ଜ୍ଞାନ ଓ ପ୍ରତିଶ୍ରୁତି ପାଳନ ର ଶିକ୍ଷା ଦେଉଛନ୍ତି ।
    *ବିଜେଡି ର ଏଭଳୀ ମୂଲ୍ୟହୀନ ଓ ଭିତ୍ତିହୀନ ଅଭିଯୋଗ କୁ ନେଇ ନେଇ ଶ୍ରୀ ନାୟକ କହିଛନ୍ତି ଯେ "ଯେଭଳି ଶ୍ରାବଣ ମାସ ରେ ଅନ୍ଧ ହୋଇଥିବା ବ୍ୟକ୍ତି କୁ ସବୁ ସବୁଜ ଦିଶେ ଠିକ ସେହି ଭଳି ମିଥ୍ୟା ଓ ଫମ୍ପା ବିକାଶ କରିଥିବା ପୂର୍ବବର୍ତ୍ତୀ ସରକାର୍ ର ନେତା ଙ୍କୁ ଆମର ପ୍ରକୃତ, ଗଠାନତ୍ମକ ଓ ସକାରାତ୍ମକ ବିକାଶ ଦିଶୁ ନାହିଁ ।"*


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like