-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
16-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ତୁକଲା ଠାରେ ଗାୟତ୍ରୀ ଭୂମିପୂଜନ ଉତ୍ସବ ଓ ଦେବ ଦମ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଶାନ୍ତିକୁଞ୍ଜ ହରିଦ୍ଵାର ଆସିଥିବା ସନ୍ଥ ଙ୍କ ଦ୍ଵାରା ପାରମ୍ପରିକ ପୂଜା ଅର୍ଚ୍ଚନା କରି ୫୧ କୁଣ୍ଡୀୟ ମହାଯଜ୍ଞ ରେ ଆହୁତି ଦେଇଥିଲେ। ବିଶ୍ଵ ଶାନ୍ତି ପାଇଁ ମଧ୍ୟ ଆହୁତି ଦେଇଥିବା ବେଳେ ଦାମ୍ପତ୍ୟ ଜୀବନ କୁ ଆନନ୍ଦ ଏବଂ ଶୃଙ୍ଖଳିତ କରିବା ପାଇଁ ଆଧ୍ୟାତ୍ମିକ ପଥ ଅନୁସରଣ କରିବାକୁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଅକ୍ଷୟ ନନ୍ଦ, ତୁକଲା ସରପଞ୍ଚ ନିଲାନନ୍ଦ୍ରି ମେହେର, ଶେଷ ଦେବ ବଢେଇ, ଷୌମେନ୍ଦ୍ର ଥାନପତି,ସରୋଜ ପ୍ରଧାନୀ, ସୁବାସ ଚୌହାନ,ନିତ୍ୟାନନ୍ଦ ହାତୀ, ରାଜକୁମାର ଖେମକା, ସରିତା ଦେବୀ, ଗଣେଶ ଚନ୍ଦ୍ର ଦୁବେ, ଗୀତାଞ୍ଜଳୀ ଦୁବେ,ଯଯାତି ମେହେର, ମାମିତା ମେହେର, ମଧୁ ମେହେର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରେମଶିଲା ଦେବୀ ସହ ଖଡିଆଳ ଅଞ୍ଚଳ ବହୁ ଭକ୍ତ ଯୋଗ ଦେଇଥିଲେ।