-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଧାରଣାରେ ବସିଲେ ଛାତ୍ରଛାତ୍ରୀ: ଶିକ୍ଷକ ନିଯୁକ୍ତି ପରେ ହଟିଲେ

11-Jan-2025



ତରଭା(କପିଳାସ ସେଠ) ଶିକ୍ଷକ ନିଯୁକ୍ତି ଦାବୀ ନେଇ ବାଲିଖମାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତାରେ ଧାରଣାରେ ବସିଲେ I ଦାବୀ ଆଗରେ ବ୍ଲକ ଶିକ୍ଷା ପ୍ରଶାସନ ହାର ମାନିଲା; ଶିକ୍ଷକ ନିଯୁକ୍ତି ପରେ ଧାରଣା ହଟିଲେ I ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଧାର ପାଇଁ କୋଟିକୋଟି ଟଙ୍କା ଯୋଜନା କାର୍ଯ୍ୟ କାରି କରୁଛନ୍ତି I ହେଲେ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ରାସ୍ତାରେ ଛାତ୍ରଛାତ୍ରୀ I  ଗ୍ରାମବାସୀଙ୍କ ବିଭିନ୍ନ ସମୟରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ଯସମସ୍ୟାର ସାମଧାନ ହେଲା ନାହିଁ । ଶେଷରେ ଗ୍ରାମବାସୀ ସ୍କୁଲରେ ତାଲା ମାରି ରାସ୍ତାରେ ବସିଲେ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ଓ ସମିତି ସଭ୍ୟ I ତରଭା ବ୍ଲକ୍ ବାଲିଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ  ୧୮୬୨ ମସିହାରେ ସ୍ଥାପନ କରାଯାଇଥିଲା।  ୧୬୨ ବର୍ଷର ପୁରୁଣା ସ୍କୁଲ୍ ଆଜି ଅବହେଳିତ ଅବସ୍ଥାରେ ସ୍କୁଲ୍‌ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଶିକ୍ଷକ ଅଭାବ ଯୋଗୁଁ  ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ଦେଉଛୁ ବ୍ଲକ ଶିକ୍ଷା ପ୍ରଶାସନ ବୋଲି  ଅଭିଯୋଗ ହୋଇଛି।  ବିଦ୍ୟାଳୟ ରେ  ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀରେ ୧୧୧ ଜଣ ଛାତ୍ରଛାତ୍ରୀ ଅଛନ୍ତି I  ଏମାନଙ୍କୁ ଶିକ୍ଷା ଦାନ ଦେବା ପାଇଁ ମାତ୍ର  ୨ ଜଣଶିକ୍ଷକ ଅଛନ୍ତି I ପ୍ରକାଶ ଥାଉ କିଗତ  ଜାନୁୟାରୀ ୩୧ ରେ ୨୦୨୪ ଜଣେ ଶିକ୍ଷକ ଙ୍କ ଅବସର ଗ୍ରହଣ କରିବା ପରେ ସ୍କୁଲ ରେ ଶିକ୍ଷାଦାନ ପାଇଁ କେବଳ ଦୁଇ ଜଣ ଶିକ୍ଷକ ରହିଲେ l ଫଳରେ ତାଙ୍କ ସ୍ଥାନଖାଳି ରହିବା ସହ ୮ ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକଶିକ୍ଷା ଦାନ ପାଇଁ  ରହିଲେ l ତେବେ ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁସାରେ ଦୁଇ ଜଣ ଶିକ୍ଷକ କେମିତି ୮ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବୋ ତେଣୁ ଆଉ  ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସେମାନେ ଦାବି ଆସୁ ଥିଲେ । ଏ ନେଇ ଅଭିଯୋଗହେଉ ଥିଲେ ମଧ୍ୟ୍ୟ  ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଛନ୍ତି । ଆଉ ୩ ଜଣ ଶିକ୍ଷକ ଦେବା ପାଇଁ ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଦାବିକରି ଶୁକ୍ରବାର  ସ୍କୁଲ ଗେଟ ରେ ତାଲା ମାରି ଧାରଣା ଦେଇଥିଲେ l ସି ଆର ସି ସି ରୋହିତ କୁଆଁର ଖବର ପାଇ ଆସି ଧାରଣା କାରି ଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରି ନିଜ ଜିଦ ରେ ଅଟଳ ରହିଥିଲେ l ଖବର ପାଇ ତରଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ମିଶ୍ର, ଏ ବି ଇ ଓ ସତ୍ୟନାରାୟଣ ମହାପାତ୍ର, ସି ଆର ସି ସି ରୋହିତ କୁଆଁର ଓ ଜୟନ୍ତ ମେହେର ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରିଙ୍କୁ ବୁଝାସୁଝା କରିବା ସହ  ରାଏକେଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭୁବନେଶ୍ୱର କରଣଙ୍କୁ ବାଲିଖମାର ସ୍କୁଲକୁ ବଦଳି  ଆଦେଶ ଦେବl ସହ  ଆଉ ଜଣେ ଶିକ୍ଷକଙ୍କୁ ୧୫ ଦିନ ଭିତରେ ଦିଆ ଯିବ ବୋଲି ବି ଇ ଓ ଶ୍ରୀ ମିଶ୍ର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା lଏହି ଧାରଣା ସ୍ଥାନୀୟ ଗ୍ରାମପଞ୍ଚାୟତ ରସମିତି ସଭ୍ୟ ମୁଜଲେମିନ ମହମ୍ମଦ, ପରିଚାଳନା କମିଟି ସଭାପତି ସିରିପ ରଣା,ପଦ୍ମଲୋଚନ ରଣା, ତ୍ରିଲୋଚନ ରଣା, ଉତ୍ତରା ରଣା ସେହେରା ବିବି, ଜାମ୍ବବତୀ ପୋଡ଼, ମମତା ଭୋଇ, ସରିଫ ଖାନ, ରଶ୍ମିତା ସାହୁ , ନରେନ୍ଦ୍ର ସାହୁ, ଟଙ୍କଧର ଭୋଇ, ହେମ ରଣା, ସରୋଜ ଷଢଙ୍ଗୀଙ୍କ ସମେତ ଅଭିଭାବକ, ଅଭିଭାବିକା, ଗ୍ରାମବାସୀ ଧାରଣାରେ ସାମିଲ ଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like