-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ଦେଖ ତ ଚାଷୀର ଗୁଲ ଗୁଳା

06-Jan-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବେପାରୀ, ମିଲ ଏଜେଣ୍ଟଙ୍କ ମର୍ଜିରେ ଚାଲିଛି l ପ୍ରସାଶନର ଅପାରଗ ପଣିଆ ଯୋଗୁଁ ମଣ୍ଡି ବ୍ୟବସ୍ଥା ପ୍ରହସନରେ ପରିଣତ ହେଇଥିବା ଅଭିଯୋଗ ହୋଇଛି l ଧାନ କିଣା ନଭେମ୍ବର ୨୦ ତାରିଖରୁ ଖୋଲା ଯାଇ ଧାନ କିଣା ଆରମ୍ଭ ହୋଇଛି l ମାତ୍ର ପରିସ୍ଥିତି ଦେଖିଲେ ଧାନ କିଣା ପ୍ରକ୍ରିୟା ପ୍ରସାଶନ ଦ୍ୱାରା ନୁହେଁ ବରଂ ବେପାରୀ ଏବଂ ମିଲ ଏଜେଣ୍ଟଙ୍କ ମର୍ଜି ରେ ଚାଲିଥିବା ଜଣାପଡୁଛି। ଧାନ କ୍ରୟ ନୀତି ଅନୁସାରେ ଚାଷୀ ମଣ୍ଡିକୁ ଧାନ ଆଣି ଗାଡି ରୁ ଓଲ୍ହାଇବା ପରେ ଆର. ଏମ.ସି  ଏହାର ମାନ ଯାଞ୍ଚ କରିବ ଧାନ ଯଦି ଏଫ. ଏ.କ୍ଯୁ ମାନର ବାହାରିବ କ୍ରୟ ଦାୟିତ୍ୱରେ ଥିବା ସଂସ୍ଥା ଧାନ କିଣିବ ନ ହେଲେ ଧାନକୁ ଚାଷୀ ଫେରାଇନେବ।ମାତ୍ର ଡ଼ଭା ସେବା ସମବାୟ ଅଧୀନ ରେ ଥିବା ଛୋଟ ଅନକି ପଞ୍ଚାୟତର ଛୋଟଅନକି ମଣ୍ଡିରେ ଏହି ନିୟମ ଲାଗୁ ହେଉ ନାହିଁ। ଏଠାରେ ବେପାରୀ ଏବଂ ମିଲ ଏଜେଣ୍ଟର ନିୟମ ଅନୁଯାୟୀ ଧାନ କିଣା ହେଉଅଛି l ମଣ୍ଡିକୁ ଧାନ ଆସିଲେ,ଏହାର ମାନ ଯାଞ୍ଚ ହେଉନାହିଁ ବେପାରୀ ଏବଂ ମିଲ ର ଏଜେଣ୍ଟ ସାଜିଥିବା ଚାଷୀ ସହିତ ମୁଲଚାଲ କରି ଧାନକୁ ସିଧା ସଳଖ ମିଲକୁ ପଠାଇ ଦେଉଛନ୍ତି l ଏଠାରେ ସେମାନଙ୍କ ମୋହରା ସାଜିଛନ୍ତି କ୍ରୟ ସଂସ୍ଥା।ଏହି ବେଆଇନ କାମକୁ ବିରୋଧ କରିବା ପରିଵର୍ତ୍ତେ ଏହାକୁ ଖୋଲାଖୋଲି ସମର୍ଥନ କରି ବେପାରୀ ଚୟନ କରିଥିବା ଧାନକୁ ନିଜ ଖାତାରେ ଏଣ୍ଟ୍ରି କରି ଧାନକୁ କିଣି ମିଲକୁ ପଠାଇ ଦେଉଛନ୍ତି। ଏଠାରେ ସବୁଠାରୁ କୌତୁହଳ ର ବିଷୟ ହେଲା ଯେଉଁ ଧାନକୁ ଚାଷୀ ଆଣିଲେ ଏଫ ଏ କ୍ଯୁ ମାନର ହେଉନାହିଁ  ସେହି ଧାନକୁ ବେପାରୀ, ମିଲ ଏଜେଣ୍ଟ କିଣିଲେ ସେହି ମଣ୍ଡିରେ ହିଁ ସଙ୍ଗେ ସଙ୍ଗେ ଏଫ ଏ କ୍ଯୁ ମାନର ହୋଇଯାଉଛି। ସେହି ଧାନକୁ କ୍ରୟ ସଂସ୍ଥା କିଣି ନେଉଛି। ଏହା ବ୍ୟତୀତ ମଣ୍ଡିକୁ ଧାନ ଆଣିବା ପାଇଁ ଶେଷ ସମୟ ଦିନ ୧୨ଟା ପର୍ଯ୍ୟନ୍ତ ରଖଯାଇଥିବା ବେଳେ ଗାଡି ଗୁଡିକୁ ମନଇଚ୍ଛା ଭାବେ ମଣ୍ଡି ରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଏତେ ସବୁ ଅନିୟମିତତା ଭିତରେ ଧାନ କିଣା ଚାଲୁଥିବା ବେଳେ ପ୍ରସାଶନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ପ୍ରସାଶନର ଏହି ଅପାରଗ ପଣିଆ ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛନ୍ତି।ମଣ୍ଡିରେ ହିଁ ବେପାରୀ ଏବଂ ମିଲ ଏଜେଣ୍ଟ ଚାଷୀ ସହିତ ମୁଲଚାଲ କରି କୁଇଣ୍ଟାଲ ପ୍ରତି ୫କେଜିରୁ ଅଧିକ କଟନୀ ଛଟନୀ କରୁଛନ୍ତି। ମଣ୍ଡି ରେ ମିଲର ଏଜେଣ୍ଟ ର କିଛି କାମ  ନାହିଁ ଧାନ ର ମାନ ଆର ଏମ ସି ଯାଞ୍ଚ କରିବ ଏବଂ ଧାନକୁ କ୍ରୟ ସଂସ୍ଥା କିଣିବ ତଥାପି ମିଲ ର ଏଜେଣ୍ଟ ବେପାରୀକୁ ମଣ୍ଡିରେ ପ୍ରବେଶ ପାଇଁ କାହିଁକି ଅନୁମତି ଦିଆଯାଉଛି ତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଧାନ କିଣାକୁ ସୁବ୍ୟବସ୍ଥିତ କରି ଚାଷୀ ଙ୍କୁ ଶୋଷଣ ରୁ ରକ୍ଷା କରିବା ପାଇଁ ଦାବି ହେଉଛି। ଏଇ ନିକଟରେ ଛୋଟଅନକି ମଣ୍ଡିରେ ଚାଷୀ ଏବଂ ମିଲ ଏଜେଣ୍ଟ ଙ୍କ ମଧ୍ୟ୍ୟ ରେ କଟନୀ ଛଟନୀକୁ ନେଇ ତୁ ତୁ ମେ ମେ ହୋଇଥିଲା ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବେ କି ?


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like