-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ଥାନା ଅନ୍ତର୍ଗତ ମନୁପାଲି ଗ୍ରାମ ନିକଟସ୍ଥ ଏକ କେମ୍ପ ପାଖରୁ ରୁ 40 ଲିଟର ଚୋରା ଡିଜେଲ ଆଗଲପୁର ପୋଲିସ ଜବତ କରିଥିବା ସୂଚନା ରୁ ପ୍ରକାଶ l ୨ ଜଣ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜମୁଣ୍ଡା ଗ୍ରାମର ମୁକୁନ୍ଦ ନାଏକ ଓ ଅନଗୁଳ ଜିଲ୍ଲା ହାଣ୍ଡପା ଥାନା ଅନ୍ତର୍ଗତ ଗଳିନକି ଗ୍ରାମ ର ଯୋଗେଶ୍ୱର ପଧାନ କ୍ୟାମ୍ପ ର କୌଣସି କାର୍ଯ୍ୟ ରେ ବ୍ୟବହାର ପାଇଁ ଚୋରା ଡିଜେଲ ପାଖରେ ରଖିଥିଲେ l ଆଗଲପୁର ପୋଲିସ ଖବର ପାଇ ଡିଜେଲ କୁ ସିଜ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜାଣିବାକୁ ମିଳିଛି l