-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ଚାଷୀ ନେତା ରମେଶ ମହାପାତ୍ରଙ୍କ ଧାନ ମଣ୍ଡି ପରିଦର୍ଶନ

24-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଲାଲବହାଦୁର କୃଷକ ସଂଗଠନ ସଦସ୍ୟ ଏବଂ ସଂଯୁକ୍ତ କୃଷକ ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ଅମ୍ବାଭାନା ବ୍ଲକ ର ବିଭିନ୍ନ ମଣ୍ଡି ପରିଦର୍ଶନ । ପ୍ରାୟ ମଣ୍ଡି ରେ କ୍ୱାଲିଟି ଧାନ ଆସିଥିବା ଅଫିସର ମାନେ କହୁଛନ୍ତି ଏବଂ କଟନୀ ହେଉନାହିଁ କିମ୍ବା ଦଲାଲ ମାନେ ମଣ୍ଡିକୁ ଆସୁନାହାନ୍ତି ବୋଲି ପ୍ରକାଶ କରୁଛନ୍ତି। ହେଲେ ବାସ୍ତବ ଚିତ୍ର ଉଲଟା ବୋଲି ସଂଗଠନ ସଦସ୍ୟା ମାନେ ଦାବିକରୁଛନ୍ତି। ଅମ୍ବାଭାନା ମଣ୍ଡି କୁ 3050 କ୍ଯୁଣ୍ଟାଲ ଧାନ ଆସିଥିବା ବେଳେ 2876 କ୍ଯୁଣ୍ଟାଲ ଧାନ କିଣା ସରିଛି ଏବଂ 174 କ୍ୟୁଣ୍ଟାଲ ଧାନ ପଡିରହିଛି ଦ୍ୱାରି ମଣ୍ଡି ରେ ଧାନ ପଡି ନାହିଁ ରୁଚିଦା ମଣ୍ଡି ରେ 70 କ୍ୟୁଣ୍ଟାଲ ଧାନ ପଡି ଥିବା ବେଳେ ବରା ମଣ୍ଡିରେ ସର୍ବାଧିକ 10 ପକେଟ ଧାନ ପଡିଛି। ଯଦି ପାଖ ମଣ୍ଡିକୁ ଆସୁଥିବା ଧାନ ବିନା ଦଲାଲ ଓ କଟନୀ ନ ହୋଇ ଧାନ କିଣା ଯାଇପାରୁଛି ତାହାହେଲେ ବରା ମଣ୍ଡିରେ କାହିଁକି ଧାନ କିଣା ଯାଉନାହିଁ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି। କିଛି ବର୍ଷ ହେବ ବରା ମଣ୍ଡିରେ ଚାଷୀ ମାନେ କୃଷକ କମିଟି ଗଠନ କରି ଶୁଖିଲା ସଫା ଓ ବିକ୍ରି ଉପଯୁକ୍ତ ଧାନ ମଣ୍ଡିକୁ ଆଣି ଥାନ୍ତି ଏବଂ ବିନ କଟନୀ ରେ ବିକ୍ରି କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଆହୁରୀ ସଫା ଶୁଖିଲା ଧାନ ମଣ୍ଡି କୁ ଆଣୁଛନ୍ତି ହେଲେ ଏହି ଚାଷୀ ମାନଙ୍କୁ ନିରୁତ୍ସାହିତ କରାଯାଉଛି ଯଦି ଜଣ ଭଲକାମ କରେ ତାହାକୁ ପୁରସ୍କାର ବା ସମ୍ମାନ ମିଳିବା କଥା କିନ୍ତୁ ଧାନ କିଣା ରେ ଉଲଟା ଭଲ ଧାନ ଆଣୁଥିବା ଚାଷ ଙ୍କ ଧାନ ଉଠୁନାହିଁ ସେମାନଙ୍କୁ ମିଲର ବା ଦଲାଲ ସହିତ କଥା ହେବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ଦୁଇଦିନ ମଧ୍ୟରେ ସମସ୍ତ ଧାନ ନ ଉଠୁଛି ତାହାହେଲେ ରାଜ ରାସ୍ତା କୁ ଉଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି। ଦଲାଲ ମୁକ୍ତ କଟନୀ ବିହୀନ ଧାନ କିଣା ବ୍ୟବସ୍ଥା କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମଣ୍ଡି ମଣ୍ଡି ବିଧାୟକ ମାନଙ୍କୁ ବୁଲିଦେଖିବା ପାଇଁ ସଂଗଠନ ଅନୁରୋଧ କରିଛି । ଅମ୍ବାଭାନା, ଦ୍ୱାରି, ସାନ ସରେଇପାଲି, କଣ୍ଡପଲା, ବରା, ରୁଚିଦା ଏବଂ ଭୁକ୍ତା ମଣ୍ଡି ସଂଗଠନ ର ଠାକୁର ରାମ ପଟେଲ, ରାଜେନ୍ଦ୍ର ଦେହେରୀ, ଶ୍ୟାମଲାଲ ନାୟକ, ମନୋହର ପଧାନ, ସୌକି ପଟେଲ, କେଦାର ସା, ପ୍ରଣବ ପଧାନ, ରଣଜିତ ପଧାନ ଏବଂ ଜୟ ପ୍ରକାଶ ବେହେରା ବୁଲି ଦେଖିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like