-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ଆଜି ବରଗଡ଼ ନୀଲୀବନ୍ଧ ପଡ଼ାରେ ଶ୍ରୀମଦ ଭାଗବତ ପାରାୟଣର ପ୍ରଥମ ଦିନର ସୁପ୍ରଭାତରେ ପଣ୍ଡିତ ରୋହିତ ହୋତାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା। ହରିକଥା ସେବକ ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଭାଗବତ ପାରାୟଣ ଆରମ୍ଭ କରିଥିଲେ। ଆଖପାଖ ଅଂଚଳର ସମସ୍ତ ଭାଗବତ ପ୍ରେମୀ ପାରାୟଣ ଶ୍ରୋତା ଯୋଗଦେଇଥିଲେ। କର୍ତ୍ତା ବୁଧରାମ ସାହୁ, ପୁଷ୍ପାଞ୍ଜଳୀ ସାହୁ, ଦୁର୍ଗେଶ ସାହୁ, ପଦ୍ମାସିନୀ ସାହୁ ଯଜ୍ଞରେ ବସି ଥିବାବେଳେ ଚୁଟୁକା ଳସେ, ପୂର୍ଣ୍ଣ ମେହେର, ଅଟଳ ସାହୁ ଉମା ସାହୁ ପ୍ରମୁଖ ସହଯୋଗ କରିଥିଲେ l