-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦୂପାଟି ଗ୍ରାମ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖଡିଆଳ ଶାଖା ପକ୍ଷ ରୁ ଅନ୍ନଦାତା ଦିବସ ପାଳିତ ହୋଇଯାଛି। ଦେଶର ଆର୍ଥିକ ମେରୁ ଦଣ୍ଡ ରୂପେ କୃଷି ଓ କୃଷକ ମାନେ ସମଗ୍ର ଦେଶକୁ ଅର୍ଣ୍ଣ ପ୍ରଦାନ କରୁଛନ୍ତି। ଡିସେମ୍ବର ୧୬ ତାରିଖ ଠାରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ଅନ୍ନ ଦାତା ଦିବସ ପାଳନ ହେଉଅଛି। ଆଜି ଷ୍ଟେଟ ବ୍ୟାଙ୍କ ପରାମର୍ଶଦାତା ରମେଶ ଚନ୍ଦ୍ର ଠାକୁର ଯୋଗ ଦେଇ ସଚେତନ ଏବଂ ଡିଜିଟାଲ ପୈଠ, ବ୍ୟାଙ୍କ୍ କାରବାର କରିବାକୁ ଆହ୍ବାନ କରିଛନ୍ତି। ମୁଖ୍ୟ ପ୍ରବନ୍ଧକ ଦିନେଶ କୁମାର ମିଶ୍ର ଯୋଗ ଦେଇଥିଲେ।ଆର ଏ ସି ସି ମୁଖ୍ୟ ପରିଚାଳକ, ଏଫ୍ ଓ ଏସ ସଚିନ ସାହୁ, ଚାଷୀ, ମହିଳା ଚାଷୀ ମାନେ ଯୋଗ ଦେଇଥିଲେ।