-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||      *ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   (03-May-2026)       ||      *ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   (03-May-2026)       ||      ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||      ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ    (02-May-2026)       ||      ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା    (02-May-2026)       ||      ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||     

HOME   ଜିଲ୍ଲା

ମହଦା ସମଲେଶ୍ବରୀ କଲେଜରେ ଖାଉଟି ସୁରକ୍ଷା ସଚେତନତା ଶିବିର

20-Dec-2024



ବରପାଲି( ସୁଦାମ ଦୀପ )
ବରପାଲି ବ୍ଲକ ଅନ୍ତର୍ଗତ ମହଦା ସମଲେଶ୍ବରୀ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି କଲେଜରେ ଖାଉଟି ସୁରକ୍ଷା ସଚେତନତା ଶିବିର ଓଜନ ମାପ ବିଭାଗ ବରଗଡ ପକ୍ଷରୁ ଓ ହ୍ୟୁମାନ ୱେଲଫେୟାର ସେଣ୍ଟର ବରଗଡ ସହାୟତାରେ ଅନୁଷ୍ଠିତ ହୋଇଛି l ସେଣ୍ଟର ସମ୍ପାଦକ ଅଶୋକ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫାର୍ମାସିଷ୍ଟ କଲେଜର ସଭାପତି ହିମାଂଶୁ ମୋହନ ଦେଓ  ମୁଖ୍ୟ ଅତିଥି ଭାବରେ,ସମ୍ମାନିତ ଅତିଥି ଭାବରେ ଫାର୍ମlସିଷ୍ଟ କଲେଜର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅନ୍ନବାଦିତ୍ୟ ମହାନ୍ତି, ଅଧ୍ୟାପକ ସୁଶାନ୍ତ ପୁରୋହିତ,ମୁଖ୍ୟ ବକ୍ତା ଭାବରେ ପରିବେଶ ବିତ୍ତ ଜେଠୁ ଭୋଇ ଓ ସମ୍ମାନିତ ବକ୍ତା ଭାବରେ ନାଟ୍ୟଶ୍ରୀ ହର୍ଷ ବେହେରା ଯୋଗଦାନ କରି ଖାଉଟି ସାମଗ୍ରୀରେ ଉପଭୋକ୍ତା ମାନେ ଠକେଇ ଶିକାର ହେଉଛନ୍ତି l ମୁନାଫା ଖୋର ବେପାରୀ ମାନେ ଅପମିଶ୍ରଣ ଜିନିଷ ବିକ୍ରୀ କରି ଲାଭବାନ ହେଉଛନ୍ତି l ଔଷଧ ଆଦିରେ ମଧ୍ୟ ଗୁଣବତ୍ତା ଠିକ ନଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏସବୁର ବ୍ୟତିକ୍ରମ ହେଲେ ବିନାମୂଲ୍ୟରେ ଖାଉଟି ଅଦାଲତରେ କେଶ କରି ପାରିବେ ବୋଲି ମଚାଷୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଶେଷରେ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା   03-May-2026
  ଜିଲ୍ଲା  
ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   03-May-2026
  ଜିଲ୍ଲା  
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   03-May-2026
  ଜିଲ୍ଲା  
ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   03-May-2026
  ଜିଲ୍ଲା  
*ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   03-May-2026
  ଜିଲ୍ଲା  
*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   03-May-2026
  ଜିଲ୍ଲା  
ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ   02-May-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   02-May-2026
  ଜିଲ୍ଲା  
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   02-May-2026
  ରାଜ୍ୟ  
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   02-May-2026
  ଜିଲ୍ଲା  
+୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   02-May-2026
  ଜିଲ୍ଲା  
ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   02-May-2026

You Might Also Like