-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ :ମୃତକ କ ଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

19-Dec-2024



ତରଭା(କପିଳାସ ସେଠ) ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବରେ ଯାଇ ହତ୍ୟା ର ଶିକାର ହୋଇ ଥିବା ଶ୍ରମିକ ର ମୃତ ଶରୀର ନିଜ ଗ୍ରାମ କୁ ଆଣିବା ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ଙ୍କ  ବଡ ଭାଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ପାଖ କୁ ଯାଇ ଗୁହାରି କରିଥିବାର ଜଣାଯାଇଛି  I ମିଳିଥିବା ସୂଚନା ଅନୁଯାୟୀ  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକଅନ୍ତର୍ଗତ  ପୁଆ ଗ୍ରାମର ସ୍ବର୍ଗତ ଶ୍ରୀଧର ସେଠ ଙ୍କ ସାନ ପୁଅ  ଧୂବଲେଶ୍ୱର ସେଠ ଆଠ  ବର୍ଷ ହେଲା ତାମିଲନାଡୁ ଯାଇ ସେଠାରେଦାଦନ  ଶ୍ରମିକଭାବରେ ଏକ ଘରୋଇ କମ୍ପାନୀ ରେ କାମ କରିଥିଲେ I ତାଙ୍କ ପରିବାର ଙ୍କ କହିବା ଅନୁଯାୟୀ   ଧୂବଲେଶ୍ୱର ସେଠ ତାମିଲନାଡୁର ଏପେଡ଼ାଇ ଜିଲ୍ଲା ର ଇ ରୋଡ଼ ସ୍ଥିତ ରାଜ ଗୁରୁ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ ଦୀର୍ଘଦିନ ଆଠ ବର୍ଷ ହେବ କାମ କରୁଥିଲେ । ବୁଧୁବାର  (17/12)ରେ ଶ୍ରୀକାନ୍ତ ମହାକୁର ନାମକ ବ୍ୟକ୍ତି ସେଠାରୁ ଧବଳେଶ୍ୱର କୁ ମାରି ଦିଆଯାଇଛିବୋଲି ଫୋନ ମାଧ୍ୟମରେ ପୁଆ ରେ ଥିବା ତାଙ୍କ ପରିବାର କୁ ଜଣାଇଥିଲେ I ଖବର ପାଇବା ପରେ ପରିବାର ପକ୍ଷରୁ ତାର ବଡ ଭାଇ କୁଶଲେଶ୍ୱର ସେଠ ପ୍ରଥମେ ନିକଟସ୍ଥ  ମେଣ୍ଡା ଫାଣ୍ଡି ଅଧିକାରୀଙ୍କ ଠାରେ  ମୋ ଭାଇ କୁ ହତ୍ୟା କରାଯାଇଛି ଓ ତାର ମୃତ ଦେହ ଆଣିବା ପାଇଁ  ଲିଖିତ ଅଭିଯୋଗ କରିଥିଲେ  I ଅଭିଯୋଗ ପାଇବା ପରେ ଫାଣ୍ଡି ଅଧିକାରୀ ଏସ ଆଇ ରବୀନ୍ଦ୍ର ସାହୁ ତରଭା ଆଇ ଆଇ ସି ଙ୍କ ନିର୍ଦ୍ଧେଶ କ୍ରମେ ତଦନ୍ତ ଆରମ୍ଭ କରି ଦେଇଥିଲେ  I ଆଜି ଅପରାହ୍ନ ରେ ମୃତକ ଙ୍କ ପରିବାର ପକ୍ଷରୁ ବଡ ଭାଇ କୁଶଳେଶ୍ୱର ସେଠ,  ସର୍ଜନ ସେଠ ଙ୍କ ସହ ଅନ୍ୟ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁଭେଟି  ଦୁର୍ବୃତ୍ତ ମାନେ ତାଙ୍କ ଭାଇ କୁ ହତ୍ୟା କରି ଥିବା ଅଭିଯୋଗ କରିବା ସହ ତାଙ୍କ ମୃତ ଦେହ ପ୍ରଶାସନ ସହାୟତା ରେ ନିଜ ବାସ ଭବନ କୁ ଆଣିବା ପାଇଁ ଗୁହାରି କରିଥିଲେ I  ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ମୃତଦେହ ଆଣିବା ପାଇଁ   ଜିଲ୍ଲା ଶ୍ରମ ଅଧିକାରୀ ସରକାରଙ୍କ ତରଫରୁ କେବଳ 15-20 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ କରାଯାଇପାରିବ l ଏଣୁ ଅଲଗା କିଛି ବ୍ୟବସ୍ଥା ମଧ୍ୟ କରିବାକୁ ପରାମର୍ଶ ଦେଇ ଥିଲେ l ମୃତକ ଙ୍କ ପରିବାର ବିପିଏଲ ଶ୍ରେଣୀ ର ଲୋକ I ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୃତ ଦେହ ନିଜ ଗାଁ କୁ ଆଣିବା ତାଙ୍କ ପାଖରେ ଆର୍ଥିକ ବଳ ନାହିଁ I  ସେଠାରେ ମୃତ ବ୍ୟକ୍ତି ଙ୍କ ଶବ ବ୍ୟବଛେଦ ସରିଛି ଟଙ୍କା ଅଭାବ  ରୁ ମୃତ ଦେହ ଆସି ପାରୁନାହିଁ  I ବର୍ତ୍ତମାନ ପ୍ରଶାସନ ସହଯୋଗ ରେ ଧୂବଳେ ଶ୍ୱର ଙ୍କ ମୃତଦେହକୁ ତାମିଲନାଡୁ ରୁ ଘରକୁ ଅଣାଯିବାକୁ ସବୁ  ଅଂଚଳରୁ  ଦାବୀ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like