-+91-9937148622 |

prerana_bgr@rediffmail.com |

  Saturday 28th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳାଙ୍କ ପରଲୋକ   (28-Mar-2026)       ||      ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା    (28-Mar-2026)       ||      ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   (27-Mar-2026)       ||      ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||     

HOME   ଜିଲ୍ଲା

ପିପି ଏକାଡେମୀ ୧୯୮୯ ମେଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ୧୫ରେ

08-Dec-2024



ବଲାଙ୍ଗୀର: ଆସନ୍ତା ଡିସେମ୍ବର ୧୫ ତାରିଖରେ  ପି. ପି ଏକାଡେମୀ ୧୯୮୯ ମେଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ସ୍ଥାନୀୟ କଦଳି ମୁଣ୍ଡା ନର୍ସରୀ ଠାରେ ଅନୁଷ୍ଠିତ ହେବ l ଏଥିପାଇଁ ପ୍ରସ୍ତୁତି ଜୋରଦାର୍ ଚାଲିଛି l ପ୍ରତି ବର୍ଷ ପରି ବନ୍ଧୁ ମିଳନ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ଦାୟିତ୍ଵ ବଣ୍ଟନ ଜରାପଡ଼ିଛି l ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ

ରଙ୍ଗାରଙ୍ଗ ସଙ୍ଗୀତ ଆସର ରେ ପୂରାତନ ଛାତ୍ର ମାନେ ନିଜ କଣ୍ଠସ୍ଵରର ଯାଦୁ ଦେଖାଇବେ l ଗୋଟିଏ ପଟେ ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ପିପି ଏକାଡେମୀ ର ଡ଼ାଇମଣ୍ଡ ଜୁବୁଲି ପାଳନ ହେବାକୁ ଥିବା ବେଳେ ଚଳିତବର୍ଷର ବ୍ୟାଚ ପିକନିକ୍ ରେ ସମସ୍ତ୍ ବ୍ୟାଚର ପୂରାତନ ଛାତ୍ର ମାନେ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳାଙ୍କ ପରଲୋକ   28-Mar-2026
  ଜିଲ୍ଲା  
ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା   28-Mar-2026
  ଜିଲ୍ଲା  
ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   27-Mar-2026
  ଜିଲ୍ଲା  
ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   27-Mar-2026
  ଜିଲ୍ଲା  
ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   27-Mar-2026
  ଜିଲ୍ଲା  
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   27-Mar-2026
  ଜିଲ୍ଲା  
ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   27-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   27-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026

You Might Also Like