-+91-9937148622 |

prerana_bgr@rediffmail.com |

  Friday 27th March 2026 |

| | | |

R.N.I. Regd No. ODIODI/2010/46693

Breaking News

ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   (26-Mar-2026)       ||      ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ    (26-Mar-2026)       ||     

HOME   ଜିଲ୍ଲା

ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ଭରସା ଏନ ଜି ଓ ର ତାଲିମ ଶିବିର ଅନୁଷ୍ଠିତ,

07-Dec-2024



ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖରସେଲ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠି କୁ ନେଇ ନାବାଡ଼ ପକ୍ଷରୁ ଭରସା ଏନ ଜି ଓ ତରଫରୁ  ଖରସେଲ ଠାରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ତାଲିମ ଶିବିରରେ ନାବାଡ଼ ପକ୍ଷରୁ ମୁଖ୍ୟ ଅତିଥି ଭାବରେ ନୂଆପଡା ଡ଼ି ଡ଼ି ଏମ ସୁନାରାମ ମାଝୀ, ଓ ଏଲ ଏମ ପ୍ରୋଗ୍ରାମ ମେନେଜର ମିଥୁନ କୁମାର ତାଣ୍ଡି,ଭରସା ଏନ ଜି ଓ ର ସମ୍ପାଦକ ଛତ୍ରଧର ଦଣ୍ଡସେନା, ପ୍ରମୁଖ ଯୋଗ ଦେଇଥିଲେ | ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନଙ୍କୁ ନେଇ ତାଲିମ ଶିବିର କରାଯାଇଥିଲା |ଏହି ଶିବିରରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ଚାରା ଉତ୍ପାଦନ କିପରି କରାଯିବ ଓ ସେଥିରୁ ମା ମାନେ କିପରି ଉଦ୍ୟୋଗୀ ହୋଇ ପାରିବେ ସେହି ବିଷୟରେ ମା ମାନଙ୍କୁ ବୁଝାଇ ଥିଲେ | ଏବଂ ନିଜେ କେମିତି ରୋଜଗାର ପନ୍ଥା ଅବଲମ୍ବନ କରି ପାରିବେ ସେହି ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠି ମା ମାନଙ୍କୁ ସଚେତନତା କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଭରସା ଏନ ଜି ଓ ର ସମ୍ପାଦକ ମା ମାନଙ୍କୁ କିପରି ଚାରା ଉତ୍ପାଦନ କରି ରୋଜଗାର ର ପନ୍ଥା କରିପାରିବେ ସେହି ବିଷୟରେ ବୁଝାଇ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   27-Mar-2026
  ଜିଲ୍ଲା  
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   27-Mar-2026
  ଜିଲ୍ଲା  
ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   27-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   27-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
"ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   27-Mar-2026
  ଜିଲ୍ଲା  
ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   27-Mar-2026
  ଜିଲ୍ଲା  
ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   26-Mar-2026
  ଜିଲ୍ଲା  
୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   26-Mar-2026

You Might Also Like