-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ବାରା ନୃସିଂହନାଥରେ ସଂକଳ୍ପ ଦିବସ ।

02-Dec-2024



ବରପାଲି (ସୁଦାମ ଦୀପ )
ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ନୃସିଂହନାଥ ମନ୍ଦିର ସ୍ଥିତ ସିଂହଦ୍ଵାର ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ  ନେତୃତ୍ବରେ " ଗନ୍ଧମାର୍ଦ୍ଦନ ସୁରକ୍ଷା ସଂକଳ୍ପ " ଦିବସ ଅନୁଷ୍ଠିତ ହୋଇଥିଲା।
ଭାଗବତ ତତ୍ତ୍ଵ ଆଶ୍ରମରୁ ସଂଗ୍ରାମୀମାନେ ଶୋଭାଯାତ୍ରାରେ ବାହାରି ନୃସିଂହନାଥ ସ୍ଥିତ ଗାନ୍ଧୀ ସମାଧି ପୀଠରେ ପହଞ୍ଚିଥିଲେ। ନାରୀ ନେତ୍ରୀ ସଂଗ୍ରାମୀ ଜମ୍ବୋବତୀ ବିଜରା ଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହା ପରେ ସିଂହଦ୍ଵାର ଠାରେ ସଂକଳ୍ପ ଦିବସକୁ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପୂର୍ବତନ ଆବାହକ ସଂଗ୍ରାମୀ ଧିରେନ ମହାନ୍ତି ପରିଚାଳନା କରିଥିଲେ।ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚିତ ଥିବା ଗନ୍ଧମାର୍ଦ୍ଦନ ଘଟଣା ଉପରେ ଉପସ୍ଥିତ ସଂଗ୍ରାମୀ ମାନେ ବିଗତ ଦିନର ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଘଟଣା ଓ ଐତିହାସିକ ବାଳକୋ ଆନ୍ଦୋଳନ ର ବିଜୟ ବାନାକୁ ନେଇ କସ୍ମନିକାଳେ ଗନ୍ଧମାର୍ଦ୍ଦନ ପାହାଡ କୁ କୌଣସି କମ୍ପାନୀ ହାତରେ   ଖଣିଖଳନ କରିବାକୁ ଦିଆଯିବ ନାହିଁ ବୋଲି ମତ ଉପସ୍ଥାପନ କରିଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ବିଗତ ଦିନରେ ସଂକଳ୍ପ ନେଇ ସାରିଥିବା ବେଳେ ପୁଣି ଆଜି ସଂଗ୍ରାମୀ ମାନେ ସଂକଳ୍ପ ନେଇଛୁ ଯେ ଗନ୍ଧମାର୍ଦ୍ଦନ ସବୁବେଳେ ସୁରକ୍ଷିତ ରହିଅଛି ଓ ଆଗକୁ ମଧ୍ୟ ରହିବ ବୋଲି ସଂକଳ୍ପ ନେଇଥିଲେ। ଏଥିରେ କୌଣସି କମ୍ପାନୀ ର ନଜର ପଡ଼େ ତାହାହେଲେ ଆନ୍ଦୋଳନକୁ ଦୁର୍ବାର କରାଯିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲା।ଏହି ସଂକଳ୍ପ ଦିବସ କୁ ବରଗଡ଼ ଗନ୍ଧମାର୍ଦ୍ଦନ ସୁରକ୍ଷା ଅଭିଯାନର କାର୍ଯ୍ୟକର୍ତ୍ତା,କୋଶଳ ବାହାନି ର କର୍ମକର୍ତ୍ତା ଗଣ ଉପସ୍ଥିତ ରହି ଦୃଢ଼ ସମର୍ଥନ ଜଣାଇ ପରିଷଦର ସଂଗ୍ରାମୀ ସହ ସଂକଳ୍ପ ନେଇଥିଲେ।ସଂକଳ୍ପ ଦିବସ ରେ ପୁରେନା ଗ୍ରାମର ସଂକୀର୍ତ୍ତନ ଦଳ ଗନ୍ଧମାର୍ଦ୍ଦନ ପାହାଡ଼କୁ ଗୀତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା।ଏହି ସଂକଳ୍ପ ଦିବସ ର ବରିଷ୍ଠ ସଦସ୍ୟ ପୂର୍ବତନ ଆବାହକ ରଘୁବୀର ସିଂ ବରିହା,ରାହାସ ବିହାରି ସାହୁ ଓ ଦିଲ୍ଲୀପ ବେହେରା,ଦୀନବନ୍ଧୁ ସାହୁ,ସନ୍ତୋଷ ପାଢ଼ୀ,ବିନୋଦ ବାଗ,ଗମ୍ଭୀର ବାଗ,ଝସକେତନ ସାହୁ, ଶୁକ୍ରୁ ସାହୁ,ଦୟାନନ୍ଦ ମାଝୀ, ସୁରେଶନ୍ ଭୋଇ,ବିପିନ ବାରିକ,ଗନେଶି ତାଣ୍ଡି,କୌଶଲ୍ୟା ଧରୁଆ,ଲକ୍ଷ୍ମୀ ଭୋଇ,ପ୍ରତିମା ବଗାର,ଓମକାନ୍ତି ସାହୁ, ରାଜକୁମାରୀ ବାରିକ,ବିପିନ ବାରିକ,ଗୋବିନ୍ଦ ବଞ୍ଛୋର, ଅନିଲ ସାହୁ,ପୁସ୍ଥମ ଚିନ୍ଦା,ଗୋପାଳ ଭୋଇ ପ୍ରମୁଖ ସାମିଲ ହୋଇ ସଂକଳ୍ପ ଦିବସ ରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like