-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ରାଜ୍ୟ

ଜାତୀୟ ଜୁନିଅର ବ୍ୟାଡମିନ୍ଟନ ଚମ୍ପିଅନସିପ, ଶିର୍ଷମାନ୍ୟତା ପ୍ରାପ୍ତ ଖେଳାଳିମାନେ ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ, ଓଡିଶାର ତନଭି ସିଙ୍ଗିଲ୍ସ ବାଳିକାରେ ଓ ପ୍ରଗତି ଓ ବିଶାଖା ଡବଲ୍ସ ରେ ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ

22-Nov-2024



ଭୁବନେଶ୍ୱର(ପ୍ରେରଣା ଖବର)- ଭୁବନେଶ୍ୱର ନିଳାଦ୍ରୀ ବିହାର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟଡିୟମ ଏବଂ ସହିଦ ନଗର ସ୍ଥିତ ଇନ୍‌ଡୋର ଷ୍ଟଡିୟମ ଠାରେ ଚାଲିଥିବା ୟନେକ୍ସ ସନରାଇଜ ୪୭ତମ ଜାତୀୟ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ର ବ୍ୟକ୍ତିଗତ ଇଭେଣ୍ଟର ପ୍ରତିଯୋଗିତାରେ ପ୍ରାୟ ସମସ୍ତ ମାନ୍ୟତାପ୍ରାପ୍ତ ଖେଳାଳି ପରବର୍ତ୍ତି ରାଉଣ୍ଡ କୁ ଉନ୍ନିତ ହୋଇଛନ୍ତି । ରାଜସ୍ଥାନର ଶିର୍ଷମାନ୍ୟତାପ୍ରାପ୍ତ ବାଳକ ଖେଳାଳି ସଂସ୍କାର ସାରସ୍ୱତ, ତେଲେଙ୍ଗାନାର ସାଇ ପ୍ରସାଦକୁ ୨୧-୪, ୨୨-୨୦ ରେ ପରାସ୍ତ କରିଛନ୍ତି, ଉତ୍ତର ପ୍ରଦେଶର ଭୁମେଶ ଉତରାନି, ମିଜୋରାମର ସାଇଲୋ ଭନଲାଲଙ୍କୁ

୨୨-୨୦, ୨୧-୭ ରେ ପରାସ୍ତ କରିଛନ୍ତି । ଠିକ୍ ସେହି ପରି ତୃତୀୟ ସିଟ ଖେଳାଳି ଦିଲ୍ଲୀର ଗିନପଲ ଏସ୍‌, ବିହାରର ସାକ୍ଷମ ବତସାଙ୍କୁ ୨୧-୧୯, ୨୧-୧୩ ରେ ପରାସ୍ତ କରିଛନ୍ତି । ସପ୍ତମ ସିଡ୍ ମହାରାଷ୍ଟ୍ରର ପ୍ରଜ୍ଜଳ ସୁନବାନେ ଆନ୍ଧ୍ରପ୍ରଦେଶର ଉମା ମହେଶ୍ୱର ରେଡ୍ଡି ୨୧-୧୭, ୨୧-୧୧ ରେ ପରାସ୍ତ କରି ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ବାଳିକା ବିଭାଗରେ ଟପ୍ ସିଡ୍ ହରିୟାନାର ମେଧାବୀ ନାଗର ଛତିଶଗଡର ରେବାରାଜେ ବର୍ମାଙ୍କୁ ୨୧-୧୧, ୨୧-୩, ଚତୁର୍ଥ ସିଟ୍ ଦୁର୍ଗା କନ୍ଦରପୁ ଉତ୍ତର ପ୍ରଦେଶ ର କାଜନ ପନୱରକୁ ୨୧-୭, ୨୧-୧୨, ତାମିଲନାଡୁ ଖେଳାଳି ଦଶମ ସିଡ୍ ଆଦର୍ଶିନୀ ଶ୍ରୀ ଓଡିଶା ର ଗୀତାଶ୍ରୀ ଦେଇଙ୍କୁ ୨୧-୫, ୨୧-୨, ଓଡିଶାର ତନଭି ପତ୍ରି ମହାରାଷ୍ଟ୍ର ର ମଧୁମିତା ନାରାୟଣଙ୍କୁ ୨୧-୧୫, ୨୧-୧୧ ରେ ପରାସ୍ତ କରି ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ବାଳିକା ଡବଲ୍ସ ରେ ଓଡିଶା ଖେଳାଳି ପ୍ରଗତି ପରିଡା, ବିଶାଖା ଟପ୍ପୋଙ୍କ ଜୋଡି, ହିମାଚଳ ପ୍ରଦେଶ ର ଗାରିମା ବର୍ମା ଓ ପ୍ରଜ୍ଞା

ବର୍ମାଙ୍କ ୨୧-୮ ଓ ୨୧-୧୪ ରେ ପରାସ୍ତ କରିଛନ୍ତି । ପଞ୍ଜାବ ର ସମୃଦ୍ଧି ଭରଦ୍ୱାଜ ଓ ସାନଭି ନଟିୟାଲ ଜୋଡି ଆସାମର ଭବିଷ୍ୟତ ଚାଙ୍ଗମି ଓ ଶାନ୍ତିପ୍ରୀୟା ହଜାରିକାଙ୍କୁ ୨୧-୧୮, ୨୧-୧୯, ଆନ୍ଧ୍ରପ୍ରଦେଶର ଦିପିକା ଦେବାନବଏନା ଏବଂ ଶ୍ରାବନ୍ତି ଦେବାନବଏନା ଯୋଡି ଏମ୍‌ପି ର ଆଶିକା ଦୁବେ ଓ ସାରା ମେହେଟ୍ଟାଙ୍କୁ ୨୧-୧୯, ୨୧-୧୨, ତାମିଲନାଡୁର ଅଞ୍ଜନା ମନିକନ୍ଦନ ଏବଂ ପ୍ରସିତା ପି ଙ୍କ ଯୋଡି କେରଳ ର ନନ୍ଦଘୋଷ ଏବଂ ମିନାକ୍ଷି ବିନୋ ଙ୍କ ଯୋଡିକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ଏହି ପ୍ରତିଯୋଗିତା ସଫଳ ରୂପାୟନ ପାଇଁ ଏସିଆ ବ୍ୟାଡମିଣ୍ଟନ ବୈଷୟିକ କମିଟି ର ଅଧ୍ୟକ୍ଷ ଓମାର ରସିଦ, ବାଇ ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ସଂପାଦକ ନିଳିନ କୁମାର, ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳନ୍ଦ୍ର ଚୈାଧୁରୀ ପ୍ରମୁଖ ଖେଳ ହେଉଥିବା ଉଭୟ ସ୍ଥାନର ସମସ୍ତ ପ୍ରକାରର କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବରେ ତତ୍ୱାବଧାନ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like