-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମଯଜ୍ଞ ମହିମା ବାଲ୍ଯଲୀଳା ଅନୁଷ୍ଠିତ

16-Nov-2024



ସିନାପାଲି (ଚିନ୍ତାମଣି ନେତାମ )
 ମହିମା ସାଧୁ ଆଶ୍ରମ ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବ୍ରହ୍ମଯଜ୍ଞ ମହିମା ବାଲ୍ଯଲିଳା ଅନୁଷ୍ଠିତ ହୋଇଛି ା ଏ ଅବସରରେ ଗୁରୁବାର ସକାଳେ ସାଧୁ ସନ୍ଥଙ୍କୁ ସ୍ଵାଗତ ପୂର୍ବକ ନଗର ପରିକ୍ରମା କରାଯାଇ ସଂଧ୍ଯାରେ ପ୍ରଥମେ ବ୍ରହ୍ମଧୂନି ସ୍ଥାପନ, ଘୃତାହୁତୀ, ଆଠ ଭଜନ ପରେ ରାତିରେ ଅବଧୂତ କପିଲେଂଦ୍ର ବାବାଙ୍କ ଦ୍ୱାରା ଆପ୍ତ ବଚନ ପ୍ରଦାନ କରାଯାଇଥିଲା ା ପରେ ଦଳବେଡ଼ା ମହିମା ଭଜନ ଦଳ ଭଜନ ପରିବେଷଣ କରିଥିଲେ ା ରାତିସାରା କାର୍ଯ୍ଯକ୍ରମ ଚାଲିଥିବା ବେଳେ ଶୁକ୍ରବାର ସକାଳେ ପ୍ରସାଦ ଅର୍ପଣ ପରେ ପୂର୍ଣ୍ଣାହୁତି କରାଯାଇଥିଲା ା କାର୍ଯ୍ଯକ୍ରମର ଆବାହକ ସାଧୁ ରବିଂଦ୍ର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ଯାଜ୍ଞିକସାଧୁ ଅବଧୂତ ସନ୍ତୋଷ ବାବା, ଅବଧୂତ କପିଳେଂଦ୍ର ବାବା ଓ ଅବଧୂତ ବ୍ରହ୍ମାନନ୍ଦ ବାବା ଯଜ୍ଞକାର୍ଯ୍ଯ ପରିଚାଳନା କରିଥିଲେ ା କାର୍ଯ୍ଯକ୍ରମରେ ସିନାପାଲି ସହର ସମେତ ଆଖପାଖ ଅଂଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ଯବସ୍ଥା କରାଯାଇଥିଲା ା କାର୍ଯ୍ଯକ୍ରମ ଆୟୋଜନରେ ସାଧୁ ମଧୁ ଦାସ, ସାଧୁ ରାମ ଦାସ, ସାଧୁ ଗୋକୁଳାନନ୍ଦ ଦାସ, ସାଧୁ ଯୋଗାନନ୍ଦ ଦାସ, ସାଧୁ ଅନନ୍ତ ଦାସ, ସାଧୁ ଅଭିରାମ ଦାସ, ସାଧୁ ସୁଶିଲ ଦାସ, ସାଧୁ ଲବ ଦାସ, ସାଧୁ କନ୍ଦର୍ପ ଦାସ, ଜୟକୃଷ ଦାସ, କୈଳାସ ତ୍ୟାଗୀ, କ୍ଷୀରସିନ୍ଧୁ ତ୍ୟାଗୀ,ସମୀର ତ୍ଯାଗୀ, ଭୀମ ତ୍ଯାଗୀ , ଦେବାଶିଷ ତ୍ୟାଗୀ, ସ୍ୱରୂପ ତ୍ୟାଗୀ, ବୈଦ୍ୟରାଜ ଭକ୍ତ ପବିତ୍ର ଶବର, ସୁଧାକର ଭକ୍ତ, ପଞ୍ଚମ ଭକ୍ତ, ଅଙ୍ଗଦ ଭକ୍ତ, ଦେବିଶିଂ ଭକ୍ତ ପ୍ରମୁଖ ସାଧୁ ସମାଜ ଓ ସ୍ଥାନୀୟ ମହିମା ସାଧୁ ଆଶ୍ରମ କମିଟିର ମୂରଳୀଧର ସା, ବିଦ୍ଯାଧର ସା, ଗୌରହରି ସା, ରଶ୍ମିରଂଜନ ସା, ଯଶୋବନ୍ତ ସା, ପୁରୁଷୋତ୍ତମ ସା, ରୀପୁଧର ସା, ଭୁବନେଶ୍ୱର ଭକ୍ତ , ଚକ୍ରଧର ଭକ୍ତ, ମହେନ୍ଦ୍ର ଭକ୍ତ, ସନ୍ଥ ଚରଣ ଭକ୍ତ, ଗିରିଶ ଭକ୍ତ, ରୁଦ୍ର ଭକ୍ତ, ଦେବାରାମ ଭକ୍ତ, ଧନିଚର ଭକ୍ତ, ହିରାଲାଲ ଅଗ୍ରୱାଲ, ହରେକୃଷ୍ଣ ମେହେର, ଓମ୍ ପ୍ରକାଶ ସା, ବସନ୍ତ ସା, ଜଗନ୍ନାଥ ସା, ପ୍ରମୁଖ ସହଯୋଗ କରିଥିଲେ ା


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like