-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2024
(ମିହିର ଶଙ୍କର ପାତ୍ର,)
ଆଜି ଅପରାହ୍ନ ୫ ଘଣ୍ଟା ବେଳେ ବୋରିଗାଁ ପଞ୍ଚାୟତ ଅଧୀନ ମାଝୀଗୁଡା ଗ୍ରାମରେ ନିଆଁ ଲାଗି ୧୫ ଟି ଧାନଗଦା ପୋଡ଼ି ନଷ୍ଟ ହୋଇଯାଇଛି। ଗ୍ରାମବାସୀ ମାନେ ନିଆକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଏବିଷୟରେ ଡାବୁଗାଁ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ। ବର୍ତ୍ତମାନ ସେଠାକୁ ଅଗ୍ନିଶମ କର୍ମଚାରୀ ମାନେ ପହଂଚି ଗ୍ରାମବାସୀ ମାନଙ୍କ ସହ ନିଆଁ କୁ ଲିଭାଇବା ପାଇଁ ଗ୍ରଉଦ୍ୟମ ଜାରିରଖିଥିବା ସୂଚନା ଦେଲେ ବୋରିଗାଁ ସରପଞ୍ଚ ଶୁକ୍ରୁ ଭତ୍ରା।