-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ମାଆ ତାରାତାରିଣୀଙ୍କ ପୀଠରୁ ଚୋରି ଯାଇଥିବା ୬ ଜଣ ଚୋରଙ୍କୁ ଧରି କୋର୍ଟଚାଲାଣ କଲା ପୋଲିସ

14-Nov-2024



ଗଞ୍ଜାମ/ପୁରୁଷୋତ୍ତମପୁର(ଶୁଭଙ୍କର ଦାସ): ଗତ ୫ ତାରିଖ ମଙ୍ଗଳବାର ବିଳମ୍ବିତ ରାତ୍ରରେ ମା ତାରlତାରିଣୀଙ୍କ ପୀଠରୁ କିଛି ଦୁର୍ବୃତ୍ତ ପଶି ଇଲେକ୍ଟ୍ରି କଟର ମାଧ୍ୟମରେ  ମୁଖ୍ଯ କବାଟ ଏବଂ ଭିତର କବାଟ ଭାଙ୍ଗି ମା' ଙ୍କର ୨ ଗୋଟି ରୂପା ମୁଖା ୧ ଗୋଟି ରୂପାଛତ୍ର ଏବଂ ୩୯ ହଜାର ଟଙ୍କା ଚୋରିକରି ନେଇଯାଇଥିଲେ । ତାପରଦିନ୍ ଅର୍ଥାତ ୬ ତାରିଖ ଦିନ ପ୍ରାତଃ ସମୟରେ ମା'ଙ୍କର ମଜଣା କରିବାକୁ ଆସିଥିବା ପୂଜାରୀ ମା' ଙ୍କ ର କବାଟର ତାଲା ଭଗ୍ନ ଏବଂ ଖୋଲା ଥିବା ଦେଖି ରାତ୍ର ଜଗୁଆଳି କାଳିଆ ଦାସ (୩୫) କୁ ପଚାରିବାରୁ ସେ ବେଢ଼ା ବାହାରେ ସୋଇଥିଲା ଏବଂ ସେ ବିଷୟରେ  କିଛି ଜାଣିନାହିଁ ବୋଲି ଉତ୍ତର ଦେଇଥିଲା । ଘଟଣାସ୍ଥଳ କୁ ପୁରୁଷୋତ୍ତମପୁର୍ ଥାନା ଅଧିକାରୀ ଓ ଏସ.ଡି.ପିଓ ପହଂଚି ଛାନଭିନ୍ କରିଥିଲେ ଏବଂ ବ୍ରହ୍ମପୁରର ଡ଼ଗ୍ ସ୍କୁଆଡ଼ ଆସି ଅନୁସନ୍ଧାନ କରିଥିଲେ । ଭଙ୍ଗା ଯାଇଥିବା ତାଲା ଏବଂ କିଛି ସମାନକୁ ପୋଲସ ଜବତ କରିଥିଲେ । ଘଟଣା ଘଟିବାର ଦୀର୍ଘ ୧୦ ଦିନ ପରେ ଏସ.ପି ଙ୍କର ନିର୍ଦେଶରେ ୬ ଜଣକୁ ଗିରଫ କରିବା ସହିତ ସେମାଙ୍କ ପାଖରୁ ୩୦୦୦୦ ଟଙ୍କା,ଏକ କଟର୍ ,ସଂଯୋଗୀକରଣ ତାର,୩ ଟି ମୋଟରସାଇକେଲ ,୩ ମୋବାଇଲ ଫୋନ ଏବଂ କିଛି ମଦ ବୋତଲ ଜବତ କରିଥିବର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏସ.ଡି.ପିଓ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁର୍ବୁତ୍ତ ମାନେ କାଳିଆ ଦାସ (୩୫) ,ପି.ସ୍ୱର୍ଗତ ରାମ ଦାସ, ବଳରାମ ନାହାକ ଓରଫ ବଳିଆ (୪୫) ,  ପି --ହିରଣ୍ୟ ନାୟକ, ଅମୁଲ୍ୟ ରଣା (୨୮) , ପି --ବିଷ୍ଣୁ ରଣା,  ବିକାଶ ରଣା (୨୦) ପି.ସର୍ଜନ ରଣା, ଗୌତମ ରଣା (୨୮) ପି.ଶୁକଦେବ ରଣା ପ୍ରତାପୁର ଗ୍ରାମର  ରବୀନ କୁମାର ରଣା (୨୫) ପି.ସ୍ୱର୍ଗତ ତାରା ପ୍ରାସାଦ ରଣା, କେବଳ ଶୁକ ଦେବ କୁ ଛାଡି ଅନ୍ୟ ୫ଜଣଙ୍କ ଘର ଗୋବିନ୍ଦପୁର ଗ୍ରାମରେ  ଅବସ୍ଥିତ ଙ୍କୁ ଗିରଫ କରି ଥାନା ଆଇ.ଓ ବିପିନ ବିହାରୀ ହୋତାଙ୍କ ତତ୍ୱାବଧାନରେ ଦୁର୍ବୁତ୍ତ ମାନଙ୍କୁ କୋର୍ଟ ଚାଲାଣ କରି ବ୍ରହ୍ମପୁର ଜେଲକୁ ପଠାଇଥିଲେ ।

 ପୁରୁଷୋତ୍ତମପୁର ଲୋକଙ୍କ ମନରେ ଚର୍ଚା ହେଉଛି କି ଚୋରିହୋଇଥିବା ମୁଖା ଓ ଛତ୍ର କୁ ଏମାନେ ଅଧିକ ଅର୍ଥ ଉପାର୍ଜନ ନିମନ୍ତେ  କୌଣସି ତାନ୍ତ୍ରିକ ସହିତ ହାତମିଶାଇ ନେଇ ନାହାନ୍ତି ତ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like