-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
Bhubaneswar,07/10- UGC ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGC ତାଲିକାରେ ଅଛି ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ। ସେଥିରେ ଓଡ଼ିଶାରେ ରହିଛି ଅଛି ଦୁଇଟି ବିଶ୍ୱବିଦ୍ୟାଳୟ। ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ଓ ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ତାରିକାରେ ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ରହିଛି !