-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର: ୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ପାଳନ

12-Nov-2024



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଟିକ୍ରାପଡା ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ  କଳସ ଶୋଭାଯାତ୍ରା ସହ ଅଧିବାସ ପାଳନ କରାଯାଇଥିଲା l ଏହି ଅବସରରେ ସ୍ୱାମୀ ତେଜୟାନନ୍ଦ ସରସ୍ବତୀ ଶୋଭାଯାତ୍ରାକୁ ସମ୍ବୋଧନ କରି ଦୀର୍ଘ ୫୧ବର୍ଷ ଧରି ଅନବରତ ଭାବେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମାମୃତ ସଂସାରକୁ ପ୍ରଦାନ କରୁଥିବାରୁ ଏହି ଅନୁଷ୍ଠାନକୁ ଭୁୟସୀ ପ୍ରଂଶସା କରିବା ସହ ଶୁଭେଚ୍ଛା ଜଣାଇଥିଲେl ମହିଳାକମିଟି ସଦସ୍ୟା ସୁଶୀଳl 
 ସା, ସୁଚରିତା ଶତପଥି,  ଦମୟନ୍ତୀ ବାଗ, ସବିତା ବେହେରା ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା ଓ ସମ୍ପାଦକ ଲିନା ମହାନ୍ତିଙ୍କ ସହଯୋଗରେ ଏକ ବର୍ଣ୍ଣlଢ଼୍ୟ ଶୋଭାଯାତ୍ରାରେ ପ୍ରଭୁ ରାଧାମାଧବଙ୍କୁ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ଆଣି ନାମଯଂଜ୍ଞ ମଣ୍ଡପ ରେ ଅଧିଷ୍ଠିତ କରିଥିଲେ l ମଙ୍ଗଳବାର ୧୨/୧୧/୨୪ ଠାରୁ ଅହୋରାତ୍ର ନାମଯଜ୍ଞ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣମୀ ଦିନ ପୂର୍ଣ୍ଣାହୁତି ହେବ ଏବଂ ସୁଦୂର କଳାହାଣ୍ଡି, ବୌଦ୍ଧ, ବରଗଡ଼ ତଥା ବଲାଙ୍ଗିରର  କୀର୍ତନ୍ୟ ଦଳ ଏବଂ କୀର୍ତନ୍ୟ ଗୁରୁ ମାନେ ପ୍ରଭୁଙ୍କ ନାମ ନେବାକୁ ଆସିବେ ବୋଲି ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି l ଚଳିତ ବର୍ଷ ଟ୍ରାଫିକ ସମସ୍ୟାକୁ ଦୃଷ୍ଟି ରଖି କମିଟି ସଦସ୍ୟ ତଥା ପଡ଼ାବାସୀ ଙ୍କ ଉପଦେଶ କ୍ରମେ ୫୧ତମ ବର୍ଷ ଠାରୁ ଟିକ୍ରାପଡା ରାମଜୀ ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ଏହି ନାମଯଜ୍ଞ ଆୟୋଜନ କରାଯିବ ବୋଲି ସମ୍ପାଦକ ଅଙ୍କୁଶ ହୋତା ପ୍ରକାଶ କରିଛନ୍ତି l କୋଷଧକ୍ଷ କୁନୁ ପାତ୍ର, ବରିଷ୍ଟ ଉପଦେଷ୍ଟା ଭଗବାନ ବଗର୍ତି, ଦୁଲିଚନ୍ଦ ଅଗ୍ରୱାଲ, ସତ୍ୟ ମହାକୁର, ଅନୁ ବେହେରା,ପ୍ରଦୀପ ସାହୁ,ବରିଷ୍ଠ ସଭ୍ୟ ଶରତ ଷlଣ୍ଢ, ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ସଞ୍ଜୟ ଶତପଥି, ତୁଫାନ ସାହୁ, ସୁନୀଲ ଦୋରା, ରବି ଅଗ୍ରୱାଲ, ରାଜୁ ମିଶ୍ର, ବୈଷ୍ଣବ ସାହୁ,ଅଶୋକ ମିଶ୍ର, ସୁନାଧର ବନଛୋର, ଦିଜରାଜ ମିଶ୍ର, ଶ୍ରୀବତ୍ସ ମହାଣା,ମହେନ୍ଦ୍ର ବାଗ, ମୁନା ଖାନ, କୁନା ବେହେରା, ସନ୍ତକ ବହିଦାର,ମହିଳା କମିଟି  ସଦସ୍ୟା ପିଙ୍କି ପଣ୍ଡା, ସବିତା ବେହେରା, ମଞ୍ଜୁଲତା ମିଶ୍ର, ରେବତୀ ସାହୁ, ଲିଲି ବେହେରା,ପ୍ରଭାସିନୀ ମାହାଣା,ନାମଯଜ୍ଞ ଆୟୋଜକ କମିଟି ସଭ୍ୟ ଥିବା ବେଳେ ଟିଂକୁ ପଣ୍ଡା, ଟୁନୁ ସାହୁ,ପ୍ରଦୀପ ଦର୍ଜୀ, ଭରତ ପୋଢ଼,କୁନା ବେହେରା,ଟିନା ବେହେରା,ପ୍ରଭାତୀ ସାହୁ, ଲିନା ବହିଦାର,ରଂଜିତା ସାହୁ, ସାଗରୀକା ସାହୁ, ପିଙ୍କି ସାହୁ ପ୍ରମୁଖ କୀର୍ତନ୍ୟ ଦଳ

ଯୋଗାଯୋଗ ତଥା ଚର୍ଚ୍ଚା ପାଇଁ ନିୟୋଜିତ ହୋଇଛନ୍ତି l କୀର୍ତନ୍ୟ ଦଳ ନିମନ୍ତ୍ରଣ କରିବାକୁ ଯୋଗୀନ୍ଦ୍ର ସାହୁ, ଶ୍ରୀବତ୍ସ ବେହେରା ଓ ଭୀମ ସାହୁଙ୍କୁ ନିୟୋଜିତ କରାଯାଇଛି lଚଳିତ ବର୍ଷ ନାମଯଂଜ୍ଞ ରେ ପ୍ରତିଦିନ ୧୧ଜଣ ମହିଳା ସଦସ୍ୟାଙ୍କ ଦ୍ୱାରା ୧୦୮ ଲେଖାଏଁ ଦୀପରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଆଳତି ସନ୍ଧ୍ୟା ୭ ଘଣ୍ଟା ରେ ଦିଆଯିବ, ଦ୍ଵିତୀୟ ଦିନ ସନ୍ଧ୍ୟାରେ ୧୦୮ ତୁଳସୀ ୧୧ ଜଣ ମହିଳା ସଦସ୍ୟାଦ୍ୱାରା ମହାପ୍ରଭୁଙ୍କୁ ଚଢ଼ାଯିବ, ଚତୁର୍ଦଶୀ ଦିନ ଦିବା ୧୧ଘଣ୍ଟା ସମୟରେ ବାଳଭୋଗ, ରାତ୍ର ୯ ଘଣ୍ଟା ସମୟରେ ୫୬ଭୋଗ ମହାପ୍ରଭୁଙ୍କୁ ଲଗାଯିବାର ଆୟୋଜନ କରାଯାଇଥିବାର କମିଟି ତରଫରୁ ସୂଚନା ଦିଆଯାଇଛି l ଚଳିତ ବର୍ଷ ନାମଯଂଜ୍ଞ ର ମୁଖ୍ୟ କର୍ତ୍ତା ଭାବେ ଶିବ ପ୍ରସାଦ ରଥ ଏବଂ ତାଙ୍କ ସହଧର୍ମିଣୀ  ମିଳନ ଶର୍ମା  କାର୍ଯ୍ୟଭାର ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ତୁଲାଉଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like