-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||      ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   (08-May-2026)       ||      ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   (08-May-2026)       ||      ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   (08-May-2026)       ||      ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ    (08-May-2026)       ||      ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ   (08-May-2026)       ||     

HOME   ଜିଲ୍ଲା

୧୬ଛେଳି ମୃତ କାରଣ ଅସ୍ପଷ୍ଟ

10-Nov-2024



କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମ ର ଜଣେ ଗରିବ ଛେଳି ଚାଷୀ ଗୟାଧର ପୁଝାରି ଙ୍କ ଗୃହ ପାଳିତ ୧୬ ଗୋଟି ମେଳଛା ଓ ଛେଳି ଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସବୁଦିନ ଭଳି ଶନିବାର ଚାଷୀ ଗୟାଧର ପାଖରେ ଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ରେ ଛେଳି ଓ ମେଳଛା ଚରାଇବାକୁ ନେଇଥିଲେ। ସନ୍ଧ୍ୟାରେ ଘରକୁ ଆସିବା ପରେ ପେଜ ର ତୋରାଣି ପିଅ ବାକୁ ଦେଇ ଗୁହାଳ ରେ ଛେଳି ଓ ମେଳଛା କୁ ରଖିଥିଲେ। ତେବେ କିଛି ସମୟ ପରେ ଅସ୍ୱାଭାବିକ ଭାବେ ଛେଳି ଓ ମେଳଛା ମାନେ ବୋବାଇବାରୁ ଗୁହାଳ ଖୋଲି ଦେଖିବାରୁ ୧୪ ଗୋଟି ମେଳଛା ଓ ୨ ଗୋଟି ଛେଳି ଛଟପଟ ହେବାସହ କିଛି ସମୟ ମଧ୍ୟରେ ସମସ୍ତ ଙ୍କ ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବିଷକ୍ରିୟା ରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଗୟାଧର ପୁଝାରି ଙ୍କ ପାଇଁ ଏହି ଘଟଣା ପରେ ପରିବାର ଦୁଖଃ ରେ ଭାଙ୍ଗି ପଡିଛନ୍ତି। ଏନେଇ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସୂଚନା ଦେବାସହ ପ୍ରଶାସନ ନିକଟରେ  ସହାୟତା ଯୋଗାଇଦେବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ କୋକସରା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥୀ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଖବର ମିଳିଛି, ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଳି କହିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026
  ଜିଲ୍ଲା  
ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   09-May-2026
  ଜିଲ୍ଲା  
ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ   09-May-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   09-May-2026
  ଜିଲ୍ଲା  
ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    09-May-2026
  ଜିଲ୍ଲା  
Mm   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା   09-May-2026
  ରାଜ୍ୟ  
ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   09-May-2026

You Might Also Like

                           
  ଜିଲ୍ଲା  

Mm