-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   (30-Jun-2026)       ||      ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନୀତି ♦️ ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା   (30-Jun-2026)       ||      ତୁରେକେଲା ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା   (30-Jun-2026)       ||      ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   (30-Jun-2026)       ||      ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   (30-Jun-2026)       ||      ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||     

HOME   ଜିଲ୍ଲା

*ବ୍ଲକ୍ ସ୍ତରୀୟ ଜେଆରସି ପରାମର୍ଶଦାତା କର୍ମଶାଳା*

08-Nov-2024



ସୋନପୁର, ତା ୯/୧୧(ପ୍ରେରଣା ଖବର) :- ସଦର ବ୍ଳକ୍ ଅନ୍ତର୍ଗତ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟଠାରେ ସୋନପୁର ଏବଂ ତରଭା ବ୍ଲକର ସମସ୍ତ ଜୁନିଅର ରେଡ୍ କ୍ରସ୍ ପରାମର୍ଶଦାତା ମାନଙ୍କର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ରେଡ୍ କ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ପରିଚାଳନାରେ ହୋଇଥିବା କାର୍ଯ୍ୟକ୍ରମରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଜେ ଆରସି ଉପସଭାପତି ଗତିକୃଷ୍ଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ସମ୍ମାନୀତ ଅତିଥି ଭାବରେ ସୋନପୁର ଜବ୍ଳକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ବରିଷ୍ଟ ସାଧନ କର୍ମୀ ଝସକେତନ ମେହେର ଏବଂ ଚନ୍ଦ୍ର ଶେଖର ମହାପାତ୍ର   ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ l ସୋନପୁର ବିସିସି ଗୋପେଶ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଉକ୍ତ ସଭାରେ ପ୍ରାଥମିକ ଚିକିତ୍ସା, ରକ୍ଷକ, ଏଚଆଇଭି/ଏଡସ୍ ରେଡ୍ କ୍ରସ୍ ଡାଟା ବେସ୍ ତଥା ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜୁନିଅର ରେଡ କ୍ରସର ଶିକ୍ଷା ଓ ତାଲିମ କର୍ମଶାଳା ବିଷୟରେ ଆଲୋଚନା ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ଉଭୟ ବ୍ଲକର ମୋଟ ୫୨ଜଣ ଜେଆରସି ପରାମାର୍ଶ ଦାତା ଯୋଗ ଦେଇଲେ l ପରାମର୍ଶଦାତା ବନବାସ ମେହେର ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଶେଷରେ ତରଭା ବିସିସି ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   30-Jun-2026
  ରାଜ୍ୟ  
ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନୀତି ♦️ ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା   30-Jun-2026
  ଜିଲ୍ଲା  
ତୁରେକେଲା ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା   30-Jun-2026
  ଜିଲ୍ଲା  
ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   30-Jun-2026
  ଜିଲ୍ଲା  
ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   30-Jun-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026

You Might Also Like