-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ବାବା ସାହେବଙ୍କ ତିରୋଧାନ ଦିବସ ପାଳନ ପାଇଁ ଜାଗ୍ରତ କନ୍ଧମାଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

06-Nov-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ବିଶ୍ୱରତ୍ନ ବାବାସାହେବ ଡ଼ ଆମ୍ବେଦକରଙ୍କ ଆଗାମୀ ଡିସେମ୍ବର ୬ ରେ ମହାପ୍ରୟାଣ ବା ତିରୋଧାନ ଦିବସ ପାଳନ ନିମନ୍ତେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଆଜି ଫୁଲବାଣୀ କୋର୍ଟ ଛକ ସ୍ଥିତ  ପ୍ରେସ କ୍ଲବ ରେ ସଂଗଠନ ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି |

ଉକ୍ତ ବୈଠକରେ ସଂଗଠନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସମାଜସେବୀ ସତ୍ୟନାରାୟଣ ବେହେରା  ମହାପ୍ରୟାଣ ଦିବସ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ପ୍ରତେକ ବର୍ଷ ପରି ସରକାରଙ୍କ ନିକଟରେ କନ୍ଧମାଳ ଜିଲ୍ଲାର ଉର୍ନ୍ନତି ତଥା ଜିଲ୍ଲାବାସୀଙ୍କ ପାଇଁ ବିଭିନ୍ନ ଦାବି ସହିତ  ଓବିଶି  ସମ୍ପ୍ରଦାୟଙ୍କ ଉର୍ନ୍ନତି ନିମନ୍ତେ ଶିକ୍ଷା, ନିଯୁକ୍ତି, ରାଜନୀତିରେ ୫୨% ସ୍ଥାନ ସଂରକ୍ଷଣ, କିରାଣୀ, ଶିକ୍ଷକ, ଏଲ. ଆଇ, ଏ. ଏନ ଏମ, ପିଅନ ଡ୍ରାଇଭର, ପଂଚାୟତ ଅଫିସର ପ୍ରମୁଖ ପଦବୀରେ ନିଯୁକ୍ତିକୁ ଜିଲା ଭିତିକ କରାଯିବା, ଜ଼ିଲ୍ଲାରେଖାଲିଥିବା ପୋଲିସ ଅଫିସର, କନେଷ୍ଟବଳ, ପଦବୀ ପୂରଣ ବିଷୟରେ ଦାବି ଉପସ୍ଥାପନ କରାଯିବ, ଓ ଯେଉଁ ଅଂଚଳ ରେ ଯାହା ବି ସମସ୍ୟା ଅଛି ଆସନ୍ତା ୨୫ତାରିଖ ଭିତରେ ସଂଗଠନକୁ ଜଣେଇ ବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ | ସଂଗଠନ ଉପଦେଷ୍ଟା କ୍ଷୀରୋଦ କୁମାର ସାହାଣୀ ଜାଗ୍ରତ କନ୍ଧମାଳ ର ନିଜସ୍ୱ ଜାଗା ଓ କାଯ୍ୟଳୟ ଉପରେ ଆଲୋଚନା କରିଥିଲେ ଓ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ, ସଂଗଠନର ଯୁଗ୍ମ ସମ୍ପାଦକ ସୋମନାଥ ନାୟକ ଅନୁସୂଚିତ ଜନଜାତି,  ସମ୍ପାଦକ ସୁବାସ ପଧାନ, ଅନୁସୂଚିତ ଜାତି, ସଭାପତି ହୃଷିକେଶ ବେହେରା, ଅନୁସୂଚିତ ଜାତି, ସମ୍ପାଦକ ମିଥୁନ ନାୟକ, କୋଷାଧକ୍ଷ ଶ୍ରୀମତୀ ମେନକା ଅର୍ଜଲୀ, ସଂଗଠନର ଟାଣୁଆ ମହିଳା ନେତ୍ରୀ କୁମୁଦିନୀ ବେହେରା,ଜି ଉଦୟଗିରି ସଭାପତି ଫିରୋଜ ଦିଗଲ. ଉପଦେଷ୍ଟା ତଥା ସିନେତାରକା ଜଳନ୍ଧର ବେହେରା, ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଆଦିତ୍ୟ ତ୍ରିପାଠୀ, ସଦସ୍ୟ ଉମା ମୁଖି, ଅନ୍ତର୍ଯ୍ୟାମୀ ବେହେରା, ରୋହିତ ବେହେରା ଶିବ ଭୋଇ ଫୁଲବାଣୀ ମୁନିସିପାଲିଟି ସଭାପତି ଦିବାକର ଦିଗାଲ, ସରୋଜ ଡିଗାଲ , ସଂଗଠନ ଉପଦେଷ୍ଟା ତଥା ମିଡ଼ିଆ ଫୋରମ ର ସଭାପତି ଡ଼. ସୂର୍ଯ୍ୟ ନାରାୟଣ ବେହେରାଙ୍କ  ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ | ଆଗାମୀ ମହାପ୍ରୟାଣ ଦିବସ ସୁଚାରୁରୂପେ ପାଳନ  ନିମନ୍ତେ ଏକ ଦଶଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା, ଉକ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ହେଲେ ଜଳନ୍ଧର ବେହେରା, ସୁନୀଲ ବିଶ୍ୱାଳ, ରମେଶ ପଧାନ, କ୍ଷୀରୋଦ କୁମାର ସାହାଣୀ, ଫିରୋଜ ଦିଗଲ, ଡ଼. ସୂର୍ଯ୍ୟନାରାୟଣ ବେହେରା, ମୁରଲୀ ଡିଗାଲ ଙ୍କୁସର୍ବ ସଂମତି କ୍ରମେ ମନୋନୀତ କରାଯାଇଥିଲା | ଏହି କାର୍ଯ୍ୟକାରୀ କମିଟି ସଂଗଠନ ର ସଭାପତି, ସମ୍ପାଦକଙ୍କ

ସହିତ ସମନ୍ୱୟ ରଖି କାର୍ଯ୍ୟ କରିବ ବୋଲି ସଭାପତି ଅରୁଣ ଦେହୁରୀ ପରାମରଦେଇଥିଲେ ଆଗାମୀ ମହା ପ୍ରୟାଣ ଦିବସ କୁ ଅତି ଯାକ ଯକମ ରେ ପାଳନ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ମାନେ ସହଯୋଗ କରିବାକୁ ସହମତି ପ୍ରଦାନ କରିଥିଲେ | ବହୁ ଆଲୋଚନା ପରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଯୁଗ୍ମ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣକରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like