-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
05-Nov-2024
କେନ୍ଦ୍ର ସଭାପତି ଗୋବର୍ଦ୍ଧନ ପଧାନଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଦ୍ୱିତୀୟ ମହୋତ୍ସବ ପାଇଁ ସମସ୍ତଙ୍କ ମତାମତ ନିଆଯାଇଥିଲା ଏବଂ ସମସ୍ତଙ୍କ ମତାମତ ଅନୁସାରେ ଏକ ଆଡ଼ମ୍ବରପୂର୍ଣ୍ଣ ମହୋତ୍ସବ
ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲା ଏବଂ କାର୍ଯକ୍ରମ ଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା। ତାପରେ ମହୋତ୍ସବକୁ ଆହୁରି ଆକର୍ଷଣ ପାଇଁ ରାଜଦରବାର କରିବା ସଂଗେସଂଗେ ମୀନାବଜାର ଆଣିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ପୂର୍ବରୁ ବୈଠକରେ ମସିଣାଗୋରା କେନ୍ଦ୍ରର ସଂପାଦକ ଅନନ୍ତ କ୍ଷେତି ଗତ ବର୍ଷର ଆୟବୀୟ ପ୍ରଦାନ କରିଥିଲେ । ଶେଷରେ ସଭ୍ୟ ଆଜାଦ କଲତା ଧନ୍ୟବାଦ ଦେଇଥିଲେ। ବୈଠକରେ ସମାଜର ସମସ୍ତ ସଭ୍ୟ ଓ ମାଁ ମାହେଶ୍ଵରୀ ସେନା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।