-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ରବିବାର ସକାଳ ୬ ଘଣ୍ଟା ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ପକ୍ଷରୁ ସୋନପୁର ବସ୍ ଷ୍ଟାଣ୍ଡ ନିକଟସ୍ଥ ଶ୍ରୀ ପଞ୍ଚରଥ ଶୈବ ପୀଠ ଠାରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପୁଣ୍ୟ ମାସ କାର୍ତ୍ତିକ ରେ ଶୈବ ପୀଠ ମାନଙ୍କ ରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଈଁ ଭିଡ଼ କୁ ଲକ୍ଷ୍ୟ କ୍ରମଶଃ ସୋନପୁର ମନମୁଣ୍ଡା ଉଭୟ ସହର ର ସମସ୍ତ ଶିବ ମନ୍ଦିର ଗୁଡିକ ରେ ସଫେଇ ସହ ସଚେତନତା ଅଭିଯାନ କରାଯିବ ବୋଲି ସଙ୍ଗଠନ ର ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଓ କୋଡିନେଟର ମନୋରଂଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି l ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ l