-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||     

HOME   ଜିଲ୍ଲା

ସ୍ମାର୍ଟ ମିଟର ଅପସାରଣ କୁ ନେଇ ଏକ ବିଶାଳ ମୋଟର ସାଇକେଲ ରେଲି

20-Oct-2024



ବରଗଡ଼/ଦଶମାଇଲ:(ନିରଞ୍ଜନ ତ୍ରିପାଠୀ)-  ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ, ୧୦ ମାଇଲ ତରଫରୁ ବିଦ୍ୟୁତ୍ ସ୍ମାର୍ଟ ମିଟର ଅପସାରଣ ପ୍ରତିବାଦରେ ଏକ ବିଶାଳ ମୋଟର ସାଇକେଲ ରେଲି ର ଆୟୋଜନ କରାଯାଇଥିଲା। ଏହି ସଚେତନତା ରେଲିରେ ବିଶିପାଲି ଗ୍ରିଡ଼ ଅଧିନସ୍ଥ ସମସ୍ତ ଗ୍ରାମ ଠାରୁ ଆସିଥିବା ପ୍ରତିନିଧି ମାନଙ୍କ ସହ ଦଶମାଇଲ ଛକ ଅନ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ନେଇ ରେଲି ଟି ଆରମ୍ଭ ହୋଇଥିଲା। ସମସ୍ତ ସଂଗ୍ରାମୀ ବନ୍ଧୁମାନେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ଆନ୍ଦୋଳନର ଆରମ୍ଭ କରିଥିଲେ। ଚାଷୀ ନେତା ରମେଶ ମହାପାତ୍ର ପତାକା ଦେଖାଇ ରେଲି ର ଶୁଭ ଉଦ୍‌ଘାଟନ କରିଥିଲେ। ବିଶିପାଲି ଗ୍ରିଡ଼ ଅଧିନସ୍ଥ ସମସ୍ତ ୨୫ଟି ଗ୍ରାମକୁ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାର ଲକ୍ଷ୍ୟ ରେ କାର୍ଯକ୍ରମ ର ପରିକଳ୍ପନା କରା ଯାଇଥିଲା । ଯେଉଁଠାରେ ଟାଟା ପାୱାର ଦ୍ୱାରା କୃଷକମାନଙ୍କୁ ଦିଆଯାଉଥିବା ଅନ୍ୟାୟ ଶୋଷଣ ତଥା ତୃଟିପୂର୍ଣ୍ଣ ବିଲ ନୀତି ପ୍ରତିବାଦ କୁ ଲୋକ ମାନଙ୍କ ଆଗରେ ରଖା ଯାଇଥିଲା ।
ଏହି ରେଲିକୁ ସମସ୍ତ ଚାଷୀ ମାନଙ୍କ ର ବ୍ୟାପକ ସମର୍ଥନ ମିଳିଥିଲା ଯାହାଫଳରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସଫଳ ହୋଇଥିଲା। ଆନ୍ଦୋଳନରେ ଚାଷୀ ନେତା ରମେଶ ମହାପାତ୍ର ଙ୍କ ସମେତ , ସଂଯୁକ୍ତ କୃଷକ ସଂଗଠନ, ବରପାଲି ତଫନ ମିଶ୍ର , ଦିବାକର ପ୍ରଧାନ , ବରଗଡ଼ରୁ ନିରଞ୍ଜନ ପ୍ରଧାନ ସଞ୍ଜୟ ଭୋଇ , ଭଟଲି କୃଷକ ପରିବାରକୁ ଶାନ୍ତନୁ ମାଝି, ଦିଲ୍ଲୀପ ପଧାନ, ବାରପାହାଡ କୃଷକ ସଂଗଠନ ଅମ୍ବାଭୋନା ଇଶାନ୍ତ ଭୋଇ, କୋଶଳ ସେନା ରୁ ବୀରବଲ ମହାକୁର, ରୋହନ ପଧାନ, ଠାକୁର ବିଶ୍ବାଳ, ମୁକେଶ ମହାକୁର ପ୍ରମୁଖ ଏହି ରେଲି ରେ ସାମିଲ ହୋଇ ସେମାନଙ୍କ ର ଉପସ୍ଥିତି ଜାହିର୍ କରିଥିଲେ । ଏହା ସହ ଭଗବାନ ପ୍ରଧାନ, ରବିଶଙ୍କର ପ୍ରଧାନ, ଲୋକେଶ ସାହୁ, ତରୁଣ ନାୟକ, ଶଙ୍କର୍ଷଣ ପ୍ରଧାନ ଓ ଅବନୀକାନ୍ତ ପ୍ରଧାନ ପ୍ରମୁଖ  ନେତୃତ୍ୱ ଦେଇଥିଲେ। ଇତ୍ୟବସରରେ  କେନ୍ଦପାଲି ରୁ ସ୍ମାର୍ଟ ମିଟର ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କୁ ଦେଇଥିବା ଦାବୀପତ୍ର ଉପରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଆସନ୍ତା ୨୩ ତାରିଖରେ ଜାତୀୟ ରାଜପଥ ଅବରୋଧ କରିବାର କାର୍ଯ୍ୟକ୍ରମ ରହିଛି ।ଦ୍ବିତୀୟ ରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ର ସ୍ଥିତି ସଙ୍ଗୀନ ହୋଇଯାଇଛି । ବରଗଡ ଜିଲ୍ଲା ରେ ରେକର୍ଡ଼ ହୋଇଥିବା ସୁଚନା ରୁ ଜଣା ଯାଏ ଯେ ଚଳିତ ବର୍ଷ ସ୍ଵାଭାବିକ ବୃଷ୍ଟିପାତ ରୁ 40 ମିମି ରୁ କମ୍ ବର୍ଷା ହୋଇଥିବା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏ ପରିପ୍ରକ୍ଷୀ ରେ ଅଚଳ ଥିବା ଉଠାଜଳସେଚନ ସଚଳ କରିବା ସହ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ନିତାନ୍ତ ଆବଶ୍ୟକ। ଏହା ସ୍ବତ୍ତ୍ବେ ଯଦି  ଚାଷ ଉଜୁଡି ଯାଉଛି ତେବେ ଇନ୍‌ପୁଟ୍ ସବ୍‌ସିଡି , ଫସଳବୀମା ର ଲାଭ ଚାଷୀ ସମାଜର ହିତରେ ଯିବା ସକାଶେ ସରକାର ଯତ୍ନବାନ ହେଲେ  ଚାଷୀ ମାନଙ୍କ ର ବୃହତ୍ତର ସ୍ବାର୍ଥ ରକ୍ଷା ହୋଇ ପାରିବ । ପ୍ରଥମ ଥର ପାଇଁ ନୂତନ ଏନାଲାଇଜର ମେସିନ୍ ଯାହା କୃତ୍ରିମ ବୁଦ୍ଧିମତା (AI) ଆଧାରିତ ରହିବ, ଏହାକୁ ନେଇ ମଧ୍ୟ ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି। ଏହି ନୂତନ ପେଡ଼ି ଏନାଲାଇଜର ର ପରୀକ୍ଷା ପଦ୍ଧତିକୁ ନେଇ ଏବେ ଚାଷୀ ମାନଙ୍କ ମଧ୍ୟରେ ଦ୍ବନ୍ଦ ଚାଲିଛି। ଧାନ କିଣା ବିକା ପୁର୍ବରୁ ଏହି ଏନାଲାଇଜର ର ଡେମୋ ପ୍ରଦର୍ଶନ ନିହାତି ଆବଶ୍ୟକ ବୋଲି ଚାଷୀ କୁଳ ଆଗ୍ରହ ଦେଖାଉଛନ୍ତି। ଏହି ନୂତନ ପଦ୍ଧତି ର ସଠିକତା  କେତେ ସ୍ପଷ୍ଟ ଫଳ ଦେବ ତାହାକୁ ନେଇ ମଧ୍ୟ ଜନ ସାଧାରଣ ମଧ୍ୟରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026

You Might Also Like