-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବଲାଙ୍ଗିର, (ପ୍ରେରଣା ଖବର) -ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆସନ୍ତା ଜାନୁୟାରୀ 8 ତାରିଖ (ଶୁକ୍ରବାର) ଦିନ ଅପରାହ୍ଣ 3 ଟl ସମୟରେ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଏକ ସେମିନାର ଅନୁଷ୍ଟିତ ହେବ l 'IS THE NEW MOTOR VEHICLES ACT MORE BENEFICIAL OR HARMFUL TO PEOPLE ?' ଶୀର୍ଷକ ଆଲୋଚନାଚକ୍ରରେ ସଂଘର ବହୁ ବରିଷ୍ଠ ଆଇନଜୀବୀ ଆଲୋଚକ ଭବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି ସେମିନାରରେ ସଂଘ ର ସମସ୍ତ ଓକିଲ ଭାଇ ଭଉଣୀ ମାନେ ଅଂଶଗ୍ରହଣ କରି ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିବାକୁ ଜିଲ୍ଲା ଓକିଲ ସଂଘ ର ସଭାପତି ପ୍ରବୀଣ ମିଶ୍ର ଏବଂ ସମ୍ପାଦକ ବସୁଦେବ ରଥ ଅନୁରୋଧ କରିଛନ୍ତି l